LIFESTYLE

ଆପଣ ବି ମଦ୍ୟପାନ କରୁଛନ୍ତି କି ? ସାବଧାନ! ହୋଇପାରେ ଚର୍ମ କର୍କଟ

ଆମେ ସମସ୍ତେ ଅନେକ ପ୍ରକାର କର୍କଟ ବିଷୟରେ ଜାଣିଛେ । ଏହି ରୋଗର ନାମ ଶୁଣିଲା ମାତ୍ରେ ହିଁ ଭୟରେ ଆମ ଲୋମ ଟାଙ୍କୁରିବାକୁ ଲାଗେ । ବୈଜ୍ଞାନିକମାନଙ୍କ ସତ ଚେଷ୍ଟା ପରେ ଏହି ରୋଗର ଚିକିତ୍ସା  ସମ୍ଭବ ହେଲେ ମଧ୍ୟ ବର୍ତ୍ତମାନ ବି ଏହା ଏକ ମରଣାତ୍ମକ ରୋଗ ଭାବେ ବିବେଚିତ । ଅନେକ ପ୍ରକାର ଜୀବାଣୁ ଦ୍ଵାରା କର୍କଟ ରୋଗ ହୋଇଥାଏ । ସେଥି ମଧ୍ୟରୁ ଚର୍ମ କର୍କଟ ଅନ୍ୟତମ । ଅନେକଙ୍କ ମତରେ ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମୀ ଦ୍ଵାରା ଚର୍ମ କର୍କଟ ହୋଇଥାଏ , ମାତ୍ର ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ଯେ ଅଧିକ ମଦ୍ୟପାନ ମଧ୍ୟ ହୋଇପାରେ ଚର୍ମ କର୍କଟର କାରଣ ।

drink

ଏକ ଗବେଷଣାରୁ ଏହି ଚାଞ୍ଚଲ୍ୟକର ତଥ୍ୟ ଆବିଷ୍କାର କରାଯାଇଛି। ଏନେଇ ବ୍ରିଟିସ୍‌ ଜର୍ଣ୍ଣାଲ ଡେର୍‌ମେଟୋଲୋଜିରେ ଏହ ତଥ୍ୟ ପ୍ରକାଶ ପାଇଛି। ପରୀକ୍ଷାନୀରିକ୍ଷାରୁ ଜଣାପଡ଼ିଛି ଯେ, ପ୍ରତିଦିନ ୧୦ ଗ୍ରାମରୁ ଅଧିକ ମଦ୍ୟପାନ କଲେ  ଶରୀରରେ ବେସେଲ ସେଲ କାରସିନୋମା(ବିସିସି)  ୭ ପ୍ରତିଶତ ବୃଦ୍ଧି ପାଇଥାଏ। । ସେହିପରି  ୧୧ ପ୍ରତିଶତ କଟାନେମସ  ସ୍କ୍ୱାମସ୍ ସେଲ କାରସିନୋମା (ସିଏସସିସି) ବୃଦ୍ଧି ପାଇଥାଏ। ଯାହାଫଳରେ ବ୍ୟକ୍ତି ଚର୍ମ କର୍କଟର ଶିକାର ହୋଇଥାଏ ।

ପଢନ୍ତୁ, ଦେହର ଦୁର୍ଗନ୍ଧ ଝାଳ ପାଇଁ ଅନ୍ୟମାନଙ୍କ ପାଖରେ ଲଜ୍ଜିତ ହେଉଛନ୍ତି କି ? ଅପାଣନ୍ତୁ ଏହି ଉପାୟ

Related posts

ଆସନ୍ତୁ ଜାଣିବା ମୋଜା ପିନ୍ଧିବା ଦ୍ଵାରା ଆମ କୁ କି କି ଲାଭ ମିଳେ

ENO Beuro

ପ୍ରତିଦିନ ଖାଆନ୍ତୁ ଖଜୁରି, ମିଳିବ ଏହିସବୁ ଫାଇଦା

ENO Beuro

ଆଗକୁ ଆସୁଛି “ହୋଲି” ! ଏହି ହୋଲି ରଙ୍ଗରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ କିଛି ଟିପ୍ସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More