Entertainment

ବସ୍ତିରେ ବୁଲୁଛନ୍ତି ଆଲିୟା ଓ ରଣବୀର

ଆଲିୟା ଓ ରଣବୀରଙ୍କ ନୂଆ ଫିଲ୍ମ ଗଲୀ ବୟ

ଆଲିୟା ଭଟ୍ଟ ଓ ରଣବୀର ସିଂକୁ  କିଛି ଦିନ ହେଲା ମୁମ୍ବଈ ଅନ୍ତର୍ଗତ ମାହିମ ଓ କିଙ୍ଗ୍‌ ସର୍କଲ୍‌ ମଧ୍ୟରେ ଥିବା ବସ୍ତି ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି। ଅଙ୍ଗରକ୍ଷୀଙ୍କ ଗହଣରେ ଦୁର୍ଗନ୍ଧ ବସ୍ତିରେ ମୁହଁ ଢାଙ୍କି ଯିବା-ଆସିବା କରୁଛନ୍ତି। ବସ୍ତିରେ ତାଙ୍କର କେଉଁ କାମ? କ’ଣ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି? ନା, ନା! ଏହି ବସ୍ତିରେ ତାଙ୍କର ଆଗାମୀ ଫିଲ୍ମ ‘ଗଲୀ ବୟ’ର ସୁଟିଂ ଚାଲିଛି। ‘ଗଲୀ ବୟ’ରେ ଆଲିଆଙ୍କ ବିପକ୍ଷରେ ନଜର ଆସିବେ ରଣବୀର ସିଂ ।

ଫିଲ୍ମର କାହାଣୀ ଅନୁଯାୟୀ ନାୟକ ଓ ନାୟିକା ବସ୍ତି ଅଞ୍ଚଳର ରାପର୍‌। ତେଣୁ, କେତେକ ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ବସ୍ତିରେ ସୁଟିଂ କରାଯାଉଛି। ଆଉ ଇଚ୍ଛା ନ ଥିଲେ ବି ଆଲିୟା, ପ୍ରଯୋଜକ ଫରହାନ ଅଖ୍‌ତର ଓ ନିର୍ଦେଶିକା ଜୋୟା ଅଖ୍‌ତରଙ୍କୁ ‘ନା’ କହିପାରୁନାହାନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, ସୁକୁମାରୀ ଆଲିୟାଙ୍କୁ ଦୁର୍ଗନ୍ଧରୁ ରକ୍ଷା କରିବା ପାଇଁ ବସ୍ତିର ନାଳ-ନର୍ଦମା, ରାସ୍ତା-ଘାଟରେ ଦୈନିକ ବ୍ଲିଚିଂ ପାଉଡର୍‌ ଓ ଫିନାଇଲ୍‌ ସହ ଅତର ମଧ୍ୟ ଛିଞ୍ଚାଯାଉଛି!

ପଢନ୍ତୁ ;

ଆପଣ ଡାଏଟ କରୁଛନ୍ତି କି?ତେବେ ଆସନ୍ତୁ ଜାଣିବା ଡାଏଟ ସମୟରେ ଭାତ ନାଁ ରୁଟି ଖାଇବେ

Related posts

ସୋନମଙ୍କ ପରେ ନେହା ଧୁପିଆଙ୍କ ସିକ୍ରେଟ୍‌ ମ୍ୟାରେଜ

ENO Beuro

ନର୍ଭସ ହେଲେ ଟାଇଗର ସ୍ରଫ୍ , ଜାଣନ୍ତୁ କାରଣ କ ‘ ଣ ?

ENO Beuro

ଦୀର୍ଘ ୮ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ ଐଶ୍‌-ଅଭି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More