Loading...

ରଣବୀର- ଆଲିଆଙ୍କର ବିବାହ ତାରିଖ ଘୋଷଣା କଲେ ଦୁଇ ପରିବାର

ରଣବୀର- ଆଲିଆଙ୍କର ବିବାହ ତାରିଖ ଘୋଷଣା କଲେ ଦୁଇ ପରିବାର

ଆଲିଆ ଭଟ୍ଟ ବର୍ତ୍ତମାନ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି ।

ଆଲିଆ ଭଟ୍ଟ ବର୍ତ୍ତମାନ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । ହେଲେ  ଏପର୍ଯ୍ୟନ୍ତ ଏହି ଦୁଇ କଳାକାରଙ୍କ ଠାରୁ କୌଣସି ପ୍ରକାରର ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ବର୍ତ୍ତମାନ ବିବାହ ତାରିଖକୁ ଖବ ସାମ୍ନାକୁ ଆସିଛି।

ହେଲେ ପୂର୍ବରୁ ଖବର ଆସିଥିଲା ​​ଯେ ଏହି ଲଭବାର୍ଡ ଡିସେମ୍ବର ୨୦୨୨ରେ ବିବାହ କରିବେ। କିନ୍ତୁ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି କି ଅକ୍ଟୋବର ୨୦୨୨ରେ ରଣବୀର-ଆଲିଆଙ୍କର ହାତଗଣ୍ଠି ପଡିବ । ବର୍ତ୍ତମାନ କପୁର ଏବଂ ଭଟ୍ଟ ପରିବାର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ତାରିଖ କାହିଁକି ଆଗ ପଛ ହେଉଛି ତାହା ପ୍ରକୃତରେ କେହି ଜାଣନ୍ତି ନାହିଁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.