News

ସେମିତି କିଛି ହୋଇନାହିଁ,ସମସ୍ତେ ଜୀବିତ ଓ ଭଲ ଅଛନ୍ତି:ଜୈଶ୍‌-ଏ-ମହମ୍ମଦ

ja

ଆକ୍ରମଣରେ କିଛି ନଷ୍ଟ ହୋଇ ନାହିଁ:ମାସୁଦ୍‌

ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍‌ ଆଝାର କହିଛନ୍ତି ଯେ ଜୈଶ୍‌-ଏ-ମହମ୍ମଦର ସ୍ୱାସ୍ଥ୍ୟ ସଂକ୍ରାନ୍ତ ଏବଂ କ୍ଷତି ସମ୍ପର୍କରେ ମିଥ୍ୟ ଏବଂ ଭୁଲ ଖବର ପ୍ରସାରଣ କରାଯାଉଛି। ସେମିତି କିଛି ହୋଇନାହିଁ। ସମସ୍ତେ ଜୀବିତ ଓ ଭଲ ଅଛନ୍ତି ବୋଲି ସେ କହିଛନ୍ତି।

ମାସୁଦ୍‌ କହିଛନ୍ତି, ଆଦିଲ୍‌ ଅହମ୍ମଦ୍‌ ଦର୍‌ ଭଳି କଶ୍ମୀରୀମାନେ ଲଗାଇଥିବା ନିଆଁ ଏ ଭିତରେ ଲିଭିଯିବ ନାହିଁ। ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଝାର ସ୍ୱାଧୀନତା ସଂଗ୍ରାମ ବୋଲି ଅଭିହିତ କରିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ପୂରା ସୁସ୍ଥ ଅଛି। ମୋ ଯକୃତ ଓ ବୃକ୍କ ସମ୍ପୂର୍ଣ୍ଣ ଭଲ ଅଛି।

ମୋଦିଙ୍କ ଠାରୁ ମୁଁ ଅଧିକ ସୁସ୍ଥ ଅଛି। ମୁଁ ତାଙ୍କ ଠାରୁ ଅଧିକ ସୁସ୍ଥ ଅଛି ବୋଲି ପ୍ରମାଣ କରାଇବାକୁ ତାଙ୍କୁ ତୀରନ୍ଦାଜୀ ଅଥବା ବନ୍ଧୁକ ଚାଳନା ପ୍ରତିଯୋଗିତାକୁ ଆହ୍ଵାନ କରୁଛି।

ପଢନ୍ତୁ; ୧୮ ଯାଏଁ କାଳବୈଶାଖୀ ସମ୍ଭାବନା

Related posts

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ

ENO Beuro

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ENO Beuro

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Ratnamani Moharana

Leave a Comment