• Home
  • News
  • ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ
News

ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ

ଚାରିଦିନ ସରକାରୀ ଛୁଟି

ଦେଶର ଅଧିକାଂଶ ଲୋକ ଦୈନଦିନ ଜୀବନରେ ବ୍ୟାଙ୍କ ଉପରେ ନିର୍ଭର କରନ୍ତି । ତେବେ ଲମ୍ବା ସମୟ ଧରି ବ୍ୟାଙ୍କ ବନ୍ଦ ରହିବା ଏହା ନିଶ୍ଚିନ୍ତ ରୂପେ ଲୋକଙ୍କ ପାଇଁ ଏକ ଜରୁରୀ ସୂଚନା । ଚଳିତ ମାସ ଶେଷ ସପ୍ତାହରେ ମାର୍ଚ ୨୯ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏହା ସହିତ  ସରକାରୀ କାର୍ଯ୍ୟ।ଳୟ ମଧ୍ୟ ବନ୍ଦ ରହିବ ।

୨୯ ମାର୍ଚ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଚାରିଦିନ ସରକାରୀ ଛୁଟି ପଡୁଥିବାରୁ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ଏଣୁ ଏହି ଅନୁଯାୟୀ ଜନସାଧାରଣ ସଚେତନ ନ ହେଲେ ଅସୁବିଧାରେ ପଡି ପାରନ୍ତି । ଏହି କଥାରେ ଯଦି ସଚେତନ ହେଲେ ତେବେ ସେମାନକୁ ବିଶେଷ ଅସୁବିଧା ଭୋଗ କରିବାକୁ ପଡିବ ନାହିଁ ।

୨୯ ମାର୍ଚରେ ମହାବୀର ଜୟନ୍ତୀ , ୩୦ ରେ ଗୁଡ ଫ୍ରାଇଡେ , ୩୧ ରେ ବ୍ୟାଙ୍କ କ୍ଲୋଜିଂ ଓ ଏପ୍ରିଲ ୧  ରବିବାର ପଡୁଥିବାରୁ ଏହି ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ । ଏଣୁ ଏହା ପୂର୍ବରୁ ବ୍ୟାଙ୍କ ସମ୍ପର୍କିତ କାମ ନ ସାରିଲେ ଲୋକଙ୍କୁ  ଚାରିଦିନ ଅଟକି ରହିବାକୁ ପଡିବ । ଯାହାଫଳରେ ଆପଣ ଅସୁବିଧାରେ ପଡିବେ ।

ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ bank close 1

ପଢନ୍ତୁ ;

ଜାଣନ୍ତୁ ବିଭାହ ପୂର୍ବରୁ ପୁଅ ଓ ଝିଅଙ୍କ ଜାତକ ମିଶାଯାଏ କାହିଁକି ?

Related posts

ଗାନ୍ଧୀ ଜୟନ୍ତୀରୁ ପୁଣି ଆନ୍ଦୋଳନ କରିବେ ଆନ୍ନା

Krishna Kumar Manoj

ଆଜିଠୁ ପବିତ୍ର ରମଜାନ ମାସ ଆରମ୍ଭ

ମାଲକାନଗିରି : ଟିଭିରେ ବୋମା !

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More