SPORTS

ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ୍‌: ସାଇନା, ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

saina

ସାଇନା, ଶ୍ରୀକାନ୍ତ ପରାସ୍ତ

ଅଲିମ୍ପିକ୍ସ ପଦକ ବିଜୟନୀ ସାଇନା ନେହୱାଲ୍‌ ଚଳିତ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ୍‌ ଚମ୍ପିୟନସିପରୁ ଅଭିଯାନ ଶେଷ କରିଛନ୍ତି। ଏବଂ ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ନିଜ ନିଜ ମ୍ୟାଚ୍‌ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଫଳରେ ପ୍ରତିଯୋଗିତାରେ ଭାରତୀୟ ଅଭିଯାନ ଶେଷ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଏକ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ସେ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ତଥା ତାଇଓ୍ବାନର ତାଇ ଜୁ ୟିଙ୍ଗ୍‌ଙ୍କଠାରୁ ୧୫-୨୧, ୧୯-୨୧ରେ ପରାସ୍ତ ହୋଇଯାଇଛନ୍ତି। ଏହି ମ୍ୟାଚ ମାତ୍ର ୩୭ ମିନିଟ୍‌ରେ ଶେଷ ହୋଇଯାଇଥିଲା।

ଏଥି ସହିତ ତାଇୱାନ୍‌ର ୟିଙ୍ଗ୍‌ଙ୍କ ବିପକ୍ଷରେ ସାଇନାଙ୍କ ପରାଜୟ ଧାରା ମଧ୍ୟ ଲମ୍ବିଛି। ପରସ୍ପର ୨୦ ଥର ମୁହାଁମୁହିଁ ହୋଇଥିଲା ବେଳେ ସାଇନା ପଞ୍ଚଦଶ ଥର ପାଇଁ ୟିଙ୍ଗ୍‌ଙ୍କ ନିକଟରୁ ହାରିଗଲେ। କେବଳ ସେତିକି ନୁହେଁ ୨୦୧୫ରୁ ମଧ୍ୟ ସାଇନାଙ୍କ ନିକଟରୁ ୟିଙ୍ଗ୍‌ କେବେ ବି ହାରିନାହାନ୍ତି।

ପଢନ୍ତୁ;ଏସ୍‌ସିବିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ପାଥୋଲୋଜି ଲ୍ୟାବ୍‌

Related posts

ଆଇପିଏଲର ତୃତୀୟ ମ୍ୟାଚରେ କୋଲକାତାର ସହଜ ବିଜୟ

ENO Beuro

ବେଙ୍ଗାଲୁରୁକୁ ୪୬ ରନରେ ହରାଇ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ!

ENO Beuro

ଭାରତକୁ ନିଦାହାସ ଟ୍ରଫି: ବାଂଲାଦେଶକୁ ୪ ଓ୍ଵିକେଟ୍‌ରେ ହରାଇଲା ଭାରତ

ENO Beuro

Leave a Comment