ଆମ ଗାଁ ଆମ ବିକାଶ:୭୭୭ ପ୍ରକଳ୍ପ ପାଇଁ ସାଢେ ୧୭ କୋଟି ମଞ୍ଜୁରୀ

nabin

୬ ଜିଲ୍ଲାରେ ୧୦୨ ପଞ୍ଚାୟତର ବିକାଶରେ ଖର୍ଚ ହେବ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୬ଟି ଜିଲା ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରଳକ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକଗୁଡିକ ହେଲା, କଳାହାଣ୍ଡି ଜିଲାର ଲାଞ୍ଜିଗଡ଼, ବଲାଙ୍ଗୀରର ତୁରେଇକେଲା, ସମ୍ବଲପୁରର ରେଙ୍ଗାଲି, କନ୍ଧମାଳର ଟିକାବାଲି, ମୟୂରଭଞ୍ଜର ବହଳଦା ଓ ଗଜପତିର ନୂଆଗଡ଼ ବ୍ଲକ।

nabin

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୪୫ଟି ବ୍ଲକର ୩୨୯୯ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି।

 

ପଢନ୍ତୁ;ଓଡ଼ିଶାକୁ ବାଜପେୟୀଙ୍କ ଅମୂଲ୍ୟ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More