News

ଆମ ଗାଁ ଆମ ବିକାଶ: ୨୦୯ ପଞ୍ଚାୟତକୁ ୪୭.୨୪ କୋଟି ମଞ୍ଜୁରୀ

୧୫୫ ବ୍ଲକର ୩୫୦୮ ପଞ୍ଚାୟତକୁ ୭୯୪ କୋଟି

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୯ ଜିଲାର ୧୦ ବ୍ଲକର ବିଭିନ୍ନ ପ୍ରକଳ୍ପ ଲାଗି ୪୭.୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ବ୍ଲକଗୁଡ଼ିକ ହେଲା ଖୋର୍ଦ୍ଧା ଜିଲାର ବେଗୁନିଆ, ପୁରୀର ଗୋପ, କେନ୍ଦ୍ରାପଡ଼ାର ରାଜନଗର, କେନ୍ଦୁଝରର ଘସିପୁରା, ବଲାଙ୍ଗୀରର ପୁଇଁତଳା, ରାୟଗଡ଼ାର ବିଷମକଟକ, ଗଜପତିର ଗୁମ୍ମା, କନ୍ଧମାଳର ବାଲିଗୁଡ଼ା ଏବଂ ମୟୂରଭଞ୍ଜର ତିରିଙ୍ଗ ଓ ବିଷୋଇ।

vikas ପଞ୍ଚାୟତ ଆମ ଗାଁ ଆମ ବିକାଶ: ୨୦୯ ପଞ୍ଚାୟତକୁ ୪୭.୨୪ କୋଟି ମଞ୍ଜୁରୀ vikas

ଗୁରୁବାର ମୁଖ୍ୟମନ୍ତ୍ରୀ ବେଗୁନିଆ ବ୍ଲକର ୨୧ ପଞ୍ଚାୟତକୁ ୫ କୋଟି ୨୬ ଲକ୍ଷ ଟଙ୍କାରେ ୧୯୫ ପ୍ରକଳ୍ପ ଅନୁମୋଦନ କରିଛନ୍ତି।

ପଢନ୍ତୁ;ଟିଟୋର ଗୋ’ଚାଲାଣ କିଙ୍ଗପିନ ଗିରଫ

Related posts

ଜିଲ୍ଲା ଓ ନିମ୍ନ କୋର୍ଟଗୁଡ଼ିକୁ ୱାନ୍ ସଂଯୋଗ

ENO Beuro

ପାଣିପାଗ ବିଭାଗ ପୂର୍ବାନୁମାନ:ଚଳିତବର୍ଷ ଆଗୁଆ ଆସିପାରେ ମୌସୁମୀ

ENO Beuro

ଆଜି କୋଣାର୍କ କୋର୍ଟରେ ହାଜର ହେବେ ଆୟାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More