EnewsOdia.Com

ଏହି ରୋଗରୁ ରକ୍ଷା ପାଇବା ପାଇଁ ନିୟମିତ ଖାଆନ୍ତୁ କାଜୁ

ଏବେ ଚାଲିଛି ଶୀତ ଋତୁ । ଟିକେ ଚଳଣିରେ ଓଲମ ବିଲମ କଲେ ମାଡି ବସୁଛି ଥଣ୍ଡା ଜର । ତେବେ ଏହି ଋତୁରେ କାଜୁ ଖାଇବା ଦେହ ପାଇଁ ହୋଇଥାଏ ବହୁତ ଉପକାରୀ । କାଜୁରେ ପ୍ରୋଟିନ ଏବଂ ଭିଟାମିନ ବି ଅଧିକ ମାତ୍ରାରେ ରହିଥାଏ । କାଜୁରେ ଆଣ୍ଟି ଅକ୍ସିଡେଣ୍ଟ ରହିଥିବାରୁ ଏହା ଅନେକ ରୋଗରୁ ଉପସମ ଦେଇଥାଏ । ସେହିଭଳି କାଜୁ ହାଡକୁ ଶକ୍ତ କରିବାରେ ସହାୟକ ହୋଇଥାଏ । ମାତ୍ର କାଜୁକୁ ଅଧିକ ମାତ୍ରାରେ ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ । ତେଣୁ କାଜୁକୁ ସୀମିତ ମାତ୍ରାରେ ଖାଇବା ଆବଶ୍ୟକ ।

୧) କାଜୁ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ ।

୨) ଯଦି ଆପଣଙ୍କ ଶରୀରେ ଆଇରନ କମ ରହିଛି ଶରୀରକୁ ଆଇରନ ଯୋଗାଇଥାଏ କାଜୁ । ସେହିଭଳି କାଜୁ ରକ୍ତ ହୀନତାରୁ ବି ଉପସମ ଦେଇଥାଏ ।

୩) କାଜୁ ଯୌନ ରୋଗ ପାଇଁ ମଧ୍ୟ ଉପକାରୀ ହୋଇଥାଏ । କାଜୁ ଶକ୍ତି ଯୋଗାଇଥାଏ ।

୪) କାଜୁ ଖାଇବା ଦ୍ୱାରା ହଜମ ଶକ୍ତ ବଢିଥାଏ । କାଜୁ ମିଳନ ସମୟରେ ଉଭୟଙ୍କୁ ଶକ୍ତି ଯୋଗାଇଥାଏ । ସବୁଠାରୁ ବଡକଥା ହେଉଛି ଏହା ତ୍ୱଚାକୁ ଚମକ ଦେଇଥାଏ ।

ପଢନ୍ତୁ: ଜାଣି ନିଅନ୍ତୁ କରୋନା ଭାଇରସର ଲକ୍ଷଣ ଓ ମୁକାବିଲା କରିବାର ଉପାୟ

ସମ୍ବନ୍ଧିତ ଖବର

ଆସନ୍ତୁ ଜାଣିବା ଶୀତଦିନେ ଅଣ୍ଡା ସେବନର ଫାଇଦା ସମ୍ପର୍କରେ

Ratnamani Maharana

ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରେ କର୍ପୂର

Ratnamani Maharana

ହଜି ଯାଇଥିବା ଚମକକୁ ଚୁଟ୍‌କିରେ ଫେରାଇ ଆଣିବ ଅଙ୍ଗୁର ଫେସ୍‌ପ୍ୟାକ୍

Ratnamani Maharana

ଶୀତରେ କେମିତି ସୁରକ୍ଷିତ ରହିବେ, ପଢ଼ନ୍ତୁ କିଛି ଟିପ୍ସ

Ratnamani Maharana

ପାର୍ଲର ନଯାଇ ଘରେ କରନ୍ତୁ ମାନିକିୟୋର, ପେଡିକିୟୋର୍‌

Ratnamani Maharana

ଜାଣନ୍ତୁ ପଇଡ଼ ପାଣି ପିଇଲେ ଶରୀରକୁ କେଉଁ ୬ଟି ଫାଇଦା ମିଳିଥାଏ

Ratnamani Maharana