LIFESTYLE

ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ମିଠା ପାନ: ଜାଣି ରଖନ୍ତୁ ଫାଇଦା ବିଷୟରେ

ପାନ  ଏକ ତମାଖୁ ଜାତୀୟ ଖାଦ୍ୟ ବୋଲି ତ ଜାଣିଥିବେ ମାତ୍ର ପାନ ମଧ୍ୟ ଶରୀରକୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ବରଯାତ୍ରୀଙ୍କର ସ୍ୱାଗତ କରାଯିବା ପାଇଁ ହେଉ କିମ୍ୱା ପୂଜା ପର୍ବ ପାଇଁ ହେଉ, ସବୁ ଶୁଭ ଅବସରରେ ପାନର ବିଶେଷ ଭୂମିକା ରହିଛି । ଜାଣନ୍ତୁ ପାନ ପତ୍ରର କିଛି ଔଷଧିୟ  ଗୁଣ ବିଷୟରେ।

୧)ପାଚନ ପ୍ରକୀୟା  ଠିକ ସେ କରିବାରେ ପାନ ସାହାଯ୍ୟ କରେ।
୨) ପାନ ଖାଇବା ଦ୍ଵାରା ପାଟିରୁ ଦୁର୍ଗନ୍ଧ   ଦୂର ହୁଏ।
୩)ଥଣ୍ଡା ହୋଇଥିଲେ ପାନକୁ ମହୁ ସହ ଖାଇଲେ ଥଣ୍ଡା ରୁ ଉପଶମ ମିଳିଥାଏ।

sweet pan

୪)କାଶ ହେଉଥିଲେ ପାନରେ ଜୁଆଣୀ ମିଶେଇ ଖାଇଲେ କାଶ  କମିଯାଏ।
୫)ପାନରେ ଥିବା ଏନାଲଜେସିକ୍‌ ଗୁଣ ମୁଣ୍ଡ ବିନ୍ଧା  ଦୂର କରେ।
୬)ଆଘାତ ଲାଗିଥିଲେ ପାନ ଖାଇବା ଦ୍ବାରା ଘା ଶୀଘ୍ର ଠିକ୍‌ ଭଲହୋଇଯାଏ।

ତେବେ ଜର୍ଦା ଓ ଗୁଟଖାଯୁକ୍ତ ପାନ ଦେହ ପାଇଁ କ୍ଷତିକାରକ  ହୋଇଥାଏ ।

ପଢନ୍ତୁ: ହେଡ ଫୋନ ଲଗାଇ ଗୀତ ଶୁଣୁଛନ୍ତି କି!!! ଜାଣିନିଅନ୍ତୁ ଏହାର କୁପ୍ରଭାବ ସମ୍ପର୍କରେ

Related posts

ଗାଢ କଳା କେଶ ଚାହୁଁଛନ୍ତି କି ? ତେବେ ଜାଣିରଖନ୍ତୁ କେଶକୁ ଗାଢ କଳା କରିବା ପାଇଁ କ’ଣ କ’ଣ ଆବଶ୍ୟକ ହୋଇଥାଏ ?

ENO Beuro

ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ୍ ଜାଣନ୍ତୁ ?

ENO Beuro

ପାଳଙ୍ଗ ଶାଗ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ ! ଜାଣନ୍ତୁ ପାଳଙ୍ଗ ଶାଗର ଉପକାରିତା

ENO Beuro

Leave a Comment