LIFESTYLE

ଔଷଧୀୟ ଗୁଣରେ ଭରପୂର ଯୁଆଣି! ଆସନ୍ତୁ ଜାଣିବା ଯୁଆଣି ପାଣି ପିଇଲେ କ’ଣ ଉପକାର ମିଳିଥାଏ?

ajwain

ଦୈନଦିନ ଜୀବନରେ ଯୁଆଣିର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଔଷଧୀୟ ଗୁଣରେ ଭରପୂର ଯୁଆଣି। ଖାଦ୍ୟ ପ୍ରସ୍ତୁତିରେ ଏହାର ବ୍ୟବହାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ପେଟ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର କରେ । ଯୁଆଣି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୂରା ଶରୀରକୁ ଲାଭ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ଯୁଆଣି ଦ୍ୱାରା କ’ଣ ଉପକାର ମିଳିଥାଏ-

  • ଅତ୍ୟଧିକ ଥଣ୍ଡା କାରଣରୁ ଯଦି କାଶ ହେଉଥାଏ, ତା’ହେଲେ ଯୁଆଣି ପାଣିରେ ଅଳ୍ପ କଳା ଲୁଣ ପକାଇ ପିଇଲେ ଆରାମ ମିଳେ ।
  • ଯଦି ଆପଣ ମୋଟା ହୋଇ ଯାଉଛନ୍ତି, ତେବେ ଯୁଆଣୀର ପାଣି ପିଅନ୍ତୁ। କାରଣ ଏହା ଶରୀରର ମେଟାବୋଲିଜିମ୍ ବଢ଼ାଏ ଏବଂ ଶରୀର ଓଜନ ହ୍ରାସ କରାଏ।
  • ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଥିଲେ ମଧ୍ୟ ଯୁଆଣୀ ଦ୍ଵାରା ଉପକାର ମିଳିଥାଏ । ଏହାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଯନ୍ତ୍ରଣା ସ୍ଥାନରେ ରଖନ୍ତୁ ଉପକାର ମିଳିବ ।
  • ପ୍ରତିଦିନ ସକାଳେ ଖାଲି ପେଟରେ ଯୁଆଣିକୁ ଭିଜାଇ ପାଣି ପିଇବା ଦ୍ୱାରା ଦାନ୍ତ ସମସ୍ୟା ଦୂର ହୋଇଥାଏ। ମୁଖ ଦୁର୍ଗନ୍ଧ ବି ଦୂର ହୋଇଥାଏ ।
  • ଶୋଇବା ପୂର୍ବରୁ ଗୋଟେ କପ୍ ଯୁଆଣି ପାଣି ପିଅନ୍ତୁ । କିଛିଦିନ ଅଭ୍ୟାସ ପରେ ରାତିରେ ନିଦ ହେଉ ନଥିବା ସମସ୍ୟା ଆଉ ରହିବ ନାହିଁ ।

ପଢନ୍ତୁ; ଦିଲ୍ଲୀ ସିଜିଓ କମ୍ପ୍ଲେକ୍ସର ଅନ୍ତୋଦୟ ଭବନରେ ଭୟାବହ ଅଗ୍ନିକାଣ୍ଡ

Related posts

ବିନା ଖର୍ଚ୍ଚରେ ଘରୋଇ ଉପଚାରରେ ଦୂରକରିପାରିବେ ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ! ଜାଣନ୍ତୁ କିପରି ?

ENO Beuro

ଆସନ୍ତୁ ଜାଣିବା ଲାଉ ଜୁସ୍ ର ଉପକାରିତା ବିଷୟରେ

ENO Beuro

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ବେଲପଣା ?

ENO Beuro

Leave a Comment