LIFESTYLE

ରକ୍ତଚାପ, ସୁଗାର ଓ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ଚାହାଁନ୍ତି କି? ତେବେ ଆଜିହିଁ ପିଇବା ଆରମ୍ଭ କରନ୍ତୁ ଆଖୁ ରସ

sugarcane-juice-during-preg

ଆଖୁ  ଓଡିଶାର ଏକ ପ୍ରମୁଖ ଶସ୍ୟ କହିଲେ ଅତ୍ଯୁକ୍ତି ହେବନାହିଁ। ଖରାଦିନେ ଆଖୁର ଚାହିଦା ବେଶ  ବଢିଯାଏ। ଖରାରୁ ତ୍ରାହି ପାଇବା ପାଇଁ ସମସ୍ତେ ଆଖୁ ରସର ସାହାରା ନିଅନ୍ତି। ଆଖୁ ରସ  ପିଇବା ଦ୍ଵାରା ଯେ ରକ୍ତଚାପ,ସୁଗାର ଓ କ୍ୟାନ୍ସର ଭଳି ରୋଗରୁ ମୁକ୍ତିଆର ମିଳିବ କେହି ସ୍ଵପ୍ନରେ ମଧ୍ୟ ଭବିନଥିବେ। ଆଖୁର ରସରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଓ ଆଣ୍ଟି ଏକ୍ସିଡେଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରିରକୁ ସଂକ୍ରମଣରୁ ରକ୍ଷା କରିବା ସହ ଶରୀରରେ ଇମ୍ୟୁନିଟି  ଶକ୍ତି ବଢାଇଥାଏ ।

sugarcane juice
benefit of sugarcane  juice

ଖାଲି ପେଟରେ ଆଖୁ ରସ ପିଇବା ଦ୍ଵାରା ଆମର କି କି ଉପକାର ହୋଇଥାଏ ଆସନ୍ତୁ ଜାଣିବା…..

୧)  ଆଜିର ସମୟରେ ହୃଦ ରୋଗୀଙ୍କ ସଂଖ୍ୟା ଅଧିକା ହେଇଯାଉଛି ଆଖୁର ରସକୁ ସେବନ କଲେ, ହୃଦ ରୋଗୀ ପାଇଁ ଲାଭ ଦାୟକ ହୋଇଥାଏ, ଏହା ହାର୍ଟ ଆଟାକ୍ ପରି ରୋଗକୁ ଦୂର କରିବାରେ ସାହାଯ୍ୟ କରେ ।
୨)  ଆଖୁ ରସ ଖାଲି ପେଟରେ ପିଇବା ଫଳରେ କ୍ୟାନ୍ସର ରୋଗରୁ କିଛି ମାତ୍ରାରେ ଉପସମ ମିଳିଥାଏ, ଏହା ସହ ପାଚନ ପ୍ରକ୍ରିୟାରେ ମଧ୍ୟ ଆଖୁ ରସ ବିଶେଷ ରୂପେ ସାହାଯ୍ୟ କରିଥାଏ।
୩)  ସୁଗାର ରୋଗୀଙ୍କୁ ମିଠା ଖାଇବା ବାରଣ କରଯାଇଥାଏ ମାତ୍ର ଆଖୁରସରେ ଇସେମିକ୍ ଇଡେକ୍ସ ମାତ୍ରା କମ୍ ଥିବା ହେତୁ ଏହା ସୁଗାର ରୋଗୀଙ୍କ ପାଇଁ ବେଶ ଉପଯୋଗୀ ହୋଇଥାଏ।
୪)  ଆଖୁ ରସ ଶରୀରରେ ନ୍ୟାଚୁରାଲ୍ ସୁଗର ପହଞ୍ଚାଇକରି ଆପଣଙ୍କ କୋଲେଷ୍ଟ୍ରୋଲ୍ କୁ କମ୍ କରିଥାଏ, ଯାହାର କାରଣରୁ ଆପନଙ୍କ ଓଜନ କମିବାରେ ସାହାଯ୍ୟ କରେ।
୫)  ଆଖୁର ରସକୁ ମୁହଁରେ ଲଗେଇବା ଦ୍ଵାରା ମୁହଁରେ ଥିବା କଳା ଦାଗ ଦୂର ହୋଇଥାଏ ଏହା ଦ୍ଵାରା ଆପଣଙ୍କ ମୁହଁର ଉଜ୍ଜ୍ଵଳତା ବୃଦ୍ଧି ପାଇଥାଏ।
୬)   ଆଖୁର ରସରେ ଏକ ପ୍ରକାର ଛାରିୟା ପଦାର୍ଥ ରହିଛି ଯାହା ପେଟରେ ଜଳାପୋଡା ଓ ଗ୍ୟାସର ସମସ୍ୟାକୁ ଦୂର କରିପାରେ ।

ପଢନ୍ତୁ: ଔଷଧୀୟ ଗୁଣରେ ଭରପୂର ଯୁଆଣି! ଆସନ୍ତୁ ଜାଣିବା ଯୁଆଣି ପାଣି ପିଇଲେ କ’ଣ ଉପକାର ମିଳିଥାଏ?

Related posts

ହଳଦୀର ବ୍ୟବହାର ରୁ ଆପଣ ପାଇ ପାରିବେ ଏହି ସବୁ ଫାଇଦା ; ଆସନ୍ତୁ ଜାଣିବା

ENO Beuro

ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି

ENO Beuro

କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

Leave a Comment