ପିଜୁଳି ପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ଗୁଡିକ ବିଷୟରେ ନଜର ପକାନ୍ତୁ

ସମସ୍ତେ ଅଳ୍ପେ ବହୁତ ପ୍ରାୟତଃ ଯାଣନ୍ତି କି ସ୍ଵାଦିଷ୍ଟ ଫଳ ପିଜୁଳି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ । ପେଟ ସମ୍ବନ୍ଧୀୟ ଅନେକ ରୋଗ ପିଜୁଳି ଖାଇଲେ ଭଲ ହୋଇଥାଏ । ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବୋଂ ଫାଇବର୍ ଭରପୁର ଥାଏ । ପିଜୁଳି ସହ ଏହାର ପତ୍ର ମଧ୍ୟ କିଛି କମ୍ ଗୁଣକାରୀ ନୁହେଁ । ଏହା ମୁହଁରୁ ଆରମ୍ଭ କରି ପେଟ ପର୍ଯ୍ୟନ୍ତ ଅନେକ ରୋଗ ର ନିବାରଣ ପାଇଁ ପ୍ରାକୃତିକ ଔଷଧ ପରି କାମ କରେ ।

ପିଜୁଳି ପତ୍ରର ଅବିଶ୍ଵାସନୀୟ ଔଷଧୀୟ ଗୁଣ ଗୁଡିକ ବିଷୟରେ ନଜର ପକାନ୍ତୁ-

• ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ । ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ ।

• ଏହା ଦାନ୍ତ ଓ ମାଢି ସମ୍ବନ୍ଧୀୟ ଅନେକ ରୋଗକୁ ଭଲ କରିଥାଏ ।

• ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ ।

• ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର । ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ ।

• ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ ।

• ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ । ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ ।

• ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ । ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।

ପିଜୁଳି ପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ଗୁଡିକ ବିଷୟରେ ନଜର ପକାନ୍ତୁ

ଜାଣନ୍ତୁ ଦଉଡି ଡିଆଁ ଖେଳ ଏକ ଭଲ ବ୍ୟାୟାମ

ଏହା ଦାନ୍ତ ଓ ମାଢି ସମ୍ବନ୍ଧୀୟ ଅନେକ ରୋଗକୁ ଭଲ କରିଥାଏ - 4.4

87%

ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ । - 4.2

84%
4.3/5

Very Good!

ପିଜୁଳି ପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ଗୁଡିକ ବିଷୟରେ ନଜର ପକାନ୍ତୁ

ସମସ୍ତେ ଅଳ୍ପେ ବହୁତ ପ୍ରାୟତଃ ଯାଣନ୍ତି କି ସ୍ଵାଦିଷ୍ଟ ଫଳ ପିଜୁଳି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ । ପେଟ ସମ୍ବନ୍ଧୀୟ ଅନେକ ରୋଗ ପିଜୁଳି ଖାଇଲେ ଭଲ ହୋଇଥାଏ । ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବୋଂ ଫାଇବର୍ ଭରପୁର ଥାଏ । ପିଜୁଳି ସହ ଏହାର ପତ୍ର ମଧ୍ୟ କିଛି କମ୍ ଗୁଣକାରୀ ନୁହେଁ । ଏହା ମୁହଁରୁ ଆରମ୍ଭ କରି ପେଟ ପର୍ଯ୍ୟନ୍ତ ଅନେକ ରୋଗ ର ନିବାରଣ ପାଇଁ ପ୍ରାକୃତିକ ଔଷଧ ପରି କାମ କରେ । 

No Votes Yet

You're not rated yet

Latest Tweets

  • enewsodiaଅସ୍ତ୍ରଶସ୍ତ୍ର ରଖିବା ଲାଗି ଆବେଦନ କଲେ ସାକ୍ଷୀ ଧୋନି - https://t.co/ZYbrto6wHn https://t.co/IW2wHIrqHX about 3 hours ago
  • enewsodiaହ୍ୟାଣ୍ଡସମ୍ ଏସପିଙ୍କୁ ଦେଖିବାକୁ ୧୨୦୦ କି.ମି ଯାତ୍ରା କଲେ ଏହି ଯୁବତୀ - https://t.co/ZYbrto6wHn https://t.co/plqJJElmoH about 5 hours ago
  • enewsodia" ଦେଖି ପାରିବିନି ତୋ ବଧୂ ବେଶ " ଦୁଃଖ ଭରା ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୩ ଲକ୍ଷ୍ୟ ଟପି ଏବେ ଚର୍ଚ୍ଚା https://t.co/Wsbx6kyRPV about 5 hours ago
  • enewsodiaହ୍ୟାଣ୍ଡସମ୍ ଏସପିଙ୍କୁ ଦେଖିବାକୁ ୧୨୦୦ କି.ମି ଯାତ୍ରା କଲେ ଏହି ଯୁବତୀ - https://t.co/ZYbrtnOVPP https://t.co/plqJJE3Lx9 about 5 hours ago
  • enewsodiaନେଲ୍‌ ପଲିସ୍‌ ଲଗାଇବା ବେଳେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ - https://t.co/ZYbrtnOVPP https://t.co/9B79d4Xzsy about 7 hours ago
  • enewsodiaବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ ? - https://t.co/ZYbrto6wHn https://t.co/IP8RrnElvy about 8 hours ago
  • enewsodiaଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଡେରାଡୁନ୍‌ରେ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ - https://t.co/ZYbrto6wHn https://t.co/XsMSfwvjvw about 8 hours ago
  • enewsodiaଖରାଦିନେ ଅଧିକ କେଶ ଝଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର! - https://t.co/ZYbrto6wHn https://t.co/PvHJznPEFs about 9 hours ago
  • enewsodiaମୁହଁ ଓ ତ୍ୱଚାର ଚମକ ବଢାଇଥାଏ "ଚାଉଳ ପାଣି" ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର - https://t.co/ZYbrto6wHn https://t.co/pLeGbKVyaV about a day ago
  • enewsodiaଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତା ୨୦୧୮:ବିଜୟିନୀ ହେଲେ ତାମିଲନାଡୁର ମିସ୍‌ ଅନୁକୃତୀ ଭାସ୍‌ - https://t.co/ZYbrto6wHn https://t.co/y9AYT9lv8n about a day ago
  • enewsodiaଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ - https://t.co/ZYbrto6wHn https://t.co/RyLr8JnEIG about a day ago
  • enewsodiaଜାଣନ୍ତୁ କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ ! - https://t.co/ZYbrtnOVPP https://t.co/X4tO970LS5 about a day ago
  • enewsodiaଜୀବନରେ ଖୁସି ରହିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ ? - https://t.co/ZYbrtnOVPP https://t.co/nAs4ettz1p about a day ago
  • enewsodiaଚାଷୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - https://t.co/ZYbrtnOVPP https://t.co/iWJ5J7ubzw about a day ago
  • enewsodiaବ୍ରେକଅପ ପରେ ଆପଣ ଅବସାଦରେ ରହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ - https://t.co/ZYbrtnOVPP https://t.co/Rv7D9rQeEA about a day ago
  • enewsodiaମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା ମୁଫ୍‌ତି - https://t.co/ZYbrtnOVPP https://t.co/Gu43U5FkYr about a day ago
  • enewsodiaଡେଙ୍ଗୁ ଓ ମ୍ୟାଲେରିଆ ବିରୋଧରେ ଲଢ଼ିବାକୁ ଶକ୍ତି ଦେଇଥାଏ ଅମୃତଭଣ୍ଡା ପତ୍ରର ଜୁସ୍! ଆସନ୍ତୁ ଜାଣିବା ଏହାର ଉପକ https://t.co/VDE6sdSTPR about a day ago
  • enewsodiaDekhi Paribini Badhu Besa Tora - Odia New Sad Song - Humane Sagar - Manas Kumar - Studio Version: https://t.co/OS6ZEqO5EU via @YouTube about a day ago
  • enewsodiaI added a video to a @YouTube playlist https://t.co/OS6ZEqO5EU Dekhi Paribini Badhu Besa Tora - Odia New Sad Song - Humane Sagar - about a day ago
  • enewsodiaଘରେ ରଖନ୍ତୁ ଏହିସବୁ ଜିନିଷ , ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା https://t.co/CLNmqgi164 about 3 days ago