EnewsOdia.Com

୨୪ ସପ୍ତାହରେ ବି ହୋଇପାରିବ ଗର୍ଭପାତ

ଗର୍ଭପାତ କରିବାର ସମୟ ସୀମାକୁ ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର କ୍ୟାବିନେଟ ପୂର୍ବ ଆଇନରେ ପରିବର୍ତ୍ତନ ଆଣି ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହକୁ ମଞ୍ଜୁର କରିଛନ୍ତି। ଆଜି ‘ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍‌ନାନ୍‌ସି ଆମେଣ୍ଡମେଣ୍ଟ ବିଲ୍‌-୨୦୨୦’କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଥିବା‌ ‘ମେଡିକାଲ ଟର୍ମିନେସନ ଅଫ୍‌ ପ୍ରେଗ୍‌ନାନ୍‌ସି ଆକ୍ଟ-୧୯୭୧ ଆଇନ ଅନୁସାରେ ଗର୍ଭପାତର ସମୟ ସୀମା ୨୦ ସପ୍ତାହ ଥିଲା। ମାତ୍ର, ନୂଆ ବିଲ୍‌ରେ ଏହାକୁ ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ଅଧିବେଶନରେ ଏହି ବିଲ୍‌କୁ ସଂସଦରେ ଆଗତ କରାଯିବ ବୋଲି କ୍ୟାବିନେଟ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଗଣମାଧ୍ୟମକୁ କହିଛନ୍ତି।

ପଢନ୍ତୁ: ଛେଳିକୁ ଥଣ୍ଡାଜ୍ୱର ପାଇଁ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷକୁ ଆସୁଛି ଫୋନ୍‌

ସମ୍ବନ୍ଧିତ ଖବର

ଭୁବନେଶ୍ବରର ୩ ମନ୍ଦିରକୁ ମିଳିଲା ‘ଭୋଗ୍’ ସାର୍ଟିଫିକେଟ୍

Ratnamani Maharana

କାହାକୁ ଭେଣ୍ଡି ତ କାହାକୁ ଫୁଲକୋବି ମିଳିଲା ନିର୍ବାଚନୀ ଚିହ୍ନ

Ratnamani Maharana

୨୦୨୧ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

Ratnamani Maharana

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

Ratnamani Maharana

ଓଡ଼ିଶାକୁ ଆସିଲା ଇଜିପ୍ଟ ପିଆଜ

Ratnamani Maharana

ଏକ୍ସଟ୍ରା ମାରିଟିଆଲ ଆଫାୟର୍ସକୁ ନେଇ ବଢୁଛି ଭୁବନେଶ୍ୱରିଆଙ୍କ ଆଗ୍ରହ

Ratnamani Maharana