News

ଏଫ-୧୬ ସମ୍ପର୍କରେ ତଥ୍ୟ ଦେବନି ଆମେରିକା

ପାକିସ୍ତାନ ଦ୍ଵାରା ଗତ ଫେବ୍ରୁଆରି ମାସ ୨୭ ତାରିଖରେ ଏଫ-୧୬ ଯୁଦ୍ଧ  ବିମାନ  ବ୍ୟବହାର କରି ଭାରତ ଉପରେ ଆକ୍ରମଣ ପାଇଁ ଯେଉଁ ଉଦ୍ୟମ କରାଯାଇଥିଲା, ସେ ସମ୍ପର୍କରେ ଭାରତ ସହିତ ଆମେରିକା କିଛି ସୂଚନା ଆଦାନ ପ୍ରଦାନ କରିବା ନାହି ବୋଲି ମନା କରିଦେଇଛି। ଆମେରିକାର ଜଣେ ଅଧିକାରୀ କହିଛନ୍ତିକି ଏକ ପାକିସ୍ତାନ ଓ ଆମେରିକା ମଧ୍ୟରେ ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ଆମେରିକା ଏଭଳି ନିସ୍ପତି ନେଇଛି।

ଯଦି ଆଗାମୀ ଦିନରେ କେହି ଭାରତ ଦ୍ଵାରା ବ୍ୟବହୃତ ଆମେରିକୀୟ ବିମାନ କିମ୍ବା ଆପୋଚ ହେଳିକାପ୍ଟର ସମ୍ପର୍କରେ ତଥ୍ୟ ମାଗେ ତାହେଲେ ସେତେବେଳେ ବି ଆମେରିକା ଅନୁରୂପ ଆଭିମୁଖ୍ଯ ପ୍ରଦର୍ଶନ କରିବା। ଏହି ପ୍ରସଙ୍ଗରେ ଆମେରିକାର ସ୍ଥିତିକୁ ଭାରତ ଭଲଭାବେ ବୁଝିଛି ବୋଲି ସେ ପ୍ରକାଶ କରିଛନ୍ତି।

ପଢନ୍ତୁ: କେନ୍ଦ୍ରାପଡ଼ାରେ ମତଦାନ ସମୟରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ

Related posts

ଟାଙ୍ଗିଆରେ ହାଣି କକାକୁ ହତ୍ୟା କଲା ପୁତୁରା

ENO Beuro

ଟ୍ରେନି ଅଫିସର ଭାବେ ଦାୟିତ୍ୱ ନେଲେ ଦିବ୍ୟାଙ୍ଗ ଓଏଏସ୍‌ ଅଫିସର୍‌ ସନ୍ନ୍ୟାସୀ ବେହେରା

ENO Beuro

ମେଡିକାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ENO Beuro

Leave a Comment