EnewsOdia.Com

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ୨୦ ଲକ୍ଷ ଡଲାର ଜରିମାନା

ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଦାତବ୍ୟ ଅନୁଷ୍ଠାନକୁ ନିଜର ବ୍ୟବସାୟିକ ଏବଂ ରାଜ‌ନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରିଥିବାରୁ ତାଙ୍କୁ ଅଦାଲତ ଆଜି ୨୦ ଲକ୍ଷ ଡଲାର ଜରିମାନାରେ ଦଣ୍ଡିତ କରିଛି।

ଟ୍ରମ୍ପ୍‌ ନିଜର ଚ୍ୟାରିଟି ସଂସ୍ଥାକୁ ମିଳିଥିବା ବିପୁଳ ଅର୍ଥକୁ ୨୦୧୬ ମସିହାରେ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରିଥିଲେ ବୋଲି ଆମେରିକା ସୁପ୍ରିମକୋର୍ଟ ଅବଗତ ହେବାପରେ ତାଙ୍କୁ ୨୦ ଲକ୍ଷ ଡଲାର ଜରିମାନା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବା ପାଇଁ ମଧ୍ୟ କୋର୍ଟ ଚେତାବନୀ ଦେଇଛନ୍ତି।

ପଢନ୍ତୁ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ସମ୍ବନ୍ଧିତ ଖବର

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

Ratnamani Maharana

ଦୁର୍ନୀତି ବିରୋଧରେ ଶପଥପାଠ, ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ

Ratnamani Maharana

ମୋଦୀଙ୍କ ନିମନ୍ତ୍ରଣ ରକ୍ଷାକରି ଭାରତ ଆସିପାରନ୍ତି ଡୋନାଲ୍ଡ ଟ୍ରମ୍ପ୍‌

Ratnamani Maharana

ହାତରେ ଦା’ ଧରି ଖେତରେ ଚାଷ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

Ratnamani Maharana

ଭାରତ ଆଗରେ ମଥାନତ କଲେ ଇମରାନ ଖାନ

Ratnamani Maharana

ଇମ୍ରାନଙ୍କ ଆସନ ଟଳମଳ, ଇସ୍ତଫା ଦାବିରେ ‘ଆଜାଦି ମାର୍ଚ୍ଚ’

Ratnamani Maharana