News

ମାସୁଦ ପାଇଁ ଆମେରକା-ଚୀନ ମୁହାଁମୁହିଁ: ମାସୁଦ ଉପରେ ଲାଗୁ ହେବ କଟକଣା

ଆତଙ୍କବଦୀ ମାସୁଦ ଆଝାର  ଉପରେ ଜାତିସଂଘ ସୁରକ୍ଷା ପରିଷଦ ଦ୍ଵାରା ବ୍ୟାନ ଲଗାଯିବା ପ୍ରସ୍ତାବକୁ ନେଇ ଏବେ ଆମେରିକା ଓ ଚୀନ  ପୁଣି ଠାରେ ମୁହାଁମୁହିଁ ହୋଇଛନ୍ତି। ଆମେରିକା ଆଝର ଉପରେ ବ୍ୟାନ ଲଗାଇବାକୁ ଜାତିସଂଘ ସୁରକ୍ଷା ପରିଷଦର ସିଧାସଳଖ ଏକ ନୂଆ ପ୍ରସ୍ତାବ ଆଗତ କରିଛି ଆମେରିକା। ବ୍ରିଟେନ ଓ ଫ୍ରାନ୍ସ  ତାହାର ସମର୍ଥନ କରିଥିଲେ। ପୁଲବାମା ବିସ୍ଫୋରଣ  ପରେ  ମାସୁଦ ଉପରେ କଟକଣା ଲଗାଇବା, ଓ ତାହାର ସମ୍ପତି ଜବତ କରିବା ସହିତ ତାକୁ ଅସ୍ତ୍ର ଶସ୍ତ୍ର  ବିକିବା ନେଇ ମଧ୍ୟ କଟକଣା ଲାଗୁ ବୋଲି  କହିଛି ଆମେରିକା।

ଆମେରିକାର ଏଭଳି ପଦକ୍ଷେପକୁ ଚୀନ  କଡା ବିରୋଧ କରିଛି। ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି ଯେ, ଆମେରିକା ଜବରଦସ୍ତି ଏଭଳି ପ୍ରସ୍ତାବ ସୁରକ୍ଷା ପରିଷଦ ଆଗତ କରି କଟକଣା କମିଟିର ଗୁରୁତ୍ଵ  ହ୍ରାସ କରୁଛି। ଏଭଳି ପଦକ୍ଷେପ ଯୋଗୁ ଆଲୋଚନାର କୌଣସି ଫଳ ବାହାରିବ ନାହି ବୋଲି କହିଛନ୍ତି।

ପଢନ୍ତୁ: ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

 

Related posts

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ଶ୍ରୀଲଙ୍କା ଆତ୍ମଘାତୀ ଆକ୍ରମଣ ପରେ ସରକାର ବୁର୍ଖା ଉପରେ ଲଗାଇଲେ ପ୍ରତିବନ୍ଧକ

Ratnamani Moharana

ବଲିଉଡର ଅଭିନେତା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ସୁଇସାଇଡ ଭିଡିଓ ଭାଇରାଲ !

ENO Beuro

Leave a Comment