'ରମି' ଆପର ପ୍ରମୋସନ କରି ଅଡୁଆରେ କ୍ରିକେଟର ସଚିନ ତେନ୍ଦୁଲକର
ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।
Loading...
ଭାରତକୁ ଯାତ୍ରା ବେଳେ ଅଧିକ ସତର୍କ ରହିବାକୁ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା । ଭାରତରେ ଅପରାଧ ଓ ଆତଙ୍କବାଦ ବଢୁଥିବାରୁ ଏପରି ପରାମର୍ଶ ଦିଆଯାଇଥିବା ଆମେରିକା ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।
ଭାରତକୁ ଯାତ୍ରା ବେଳେ ଅଧିକ ସତର୍କ ରହିବାକୁ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା । ଭାରତରେ ଅପରାଧ ଓ ଆତଙ୍କବାଦ ବଢୁଥିବାରୁ ଏପରି ପରାମର୍ଶ ଦିଆଯାଇଥିବା ଆମେରିକା ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ଜମ୍ମୁ କାଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା ।
ଭାରତ ପାଇଁ ନୂଆ ଟ୍ରାଭେଲ୍ ଆଡଭାଇଜରି ଲେବଲ-ଟୁ ଜାରି କରାଯାଇଛି । ଭାରତ ଗସ୍ତ କରୁଥିଲେ ସତର୍କ ରହିବା ସହ ଲଦାଖ ଓ ଏହାର ରାଜଧାନୀ ‘ଲେହ’କୁ ଛାଡି ଜାମୁ କାଶ୍ମୀରକୁ ନଯିବା ପାଇଁ କୁହାଯାଇଛି । ଆମେରିକାର ଗୃହ ବିଭାଗ କହିଛି, ସମ୍ଭାବ୍ୟ ସଂଘର୍ଷ ହେବା ଆଶଙ୍କା ଥିବାରୁ ଭାରତ-ପାକିସ୍ତାନ ସୀମାର ୧୦ କିଲୋମିଟର ପରିସର ଆଶାନ୍ତ ରହୁଛି । ଟ୍ରାଭେଲ ଆଡଭାଇଜରିରେ କୁହାଯାଇଛି, ଭାରତରେ ଦୁଷ୍କର୍ମ ଭଳି ଅପରାଧ ବଢିଚାଲିଛି । ପର୍ଯ୍ୟଟନ ଓ ଐତିହ୍ୟସ୍ଥଳରେ ଯୌନ ନିର୍ଯାତନାର ଖବର ଆସୁଛି । ଏହାଛଡ଼ା ମଲ୍, ବିମାନବନ୍ଦର ଆଦି ସ୍ଥଳରେ ଆତଙ୍କବାଦୀମାନେ ଟାର୍ଗେଟ କରିବା ଆଶଙ୍କା ରହିଥିବା ଆମେରିକା ଜାରି କରିଥିବା ମାର୍ଗଦର୍ଶିକାରେ କୁହାଯାଇଛି ।ଦିନକ ପୂର୍ବରୁ ପାକିସ୍ତାନ ପାଇଁ ଲେବଲ୍-୩ ଆଡଭାଇଜରି କରିଥିଲା ଆମେରିକା । କୁହାଯାଇଥିଲା, ପାକିସ୍ତାନର ବିଭିନ୍ନ ରାଜ୍ୟରେ ଆତଙ୍କବାଦ ଓ ଗୋଷ୍ଠୀ ସଂଘର୍ଷ ବଢ଼ୁଥିବାରୁ ନାଗରିକଙ୍କ ପାଇଁ ଏପରି ମାର୍ଗଦର୍ଶିକା ଜାରି କରାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।
ଆପଲ୍ର ନୂଆ ଆଇଫୋନ୍-୧୫ ପ୍ରୋ ସିରିଜ୍ରେ ତାତି ସମସ୍ୟା ଦେକାଦେଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଇନ୍ଷ୍ଟାଗ୍ରାମ୍, ଉବର୍ ଭଳି ଆପ୍ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି।
ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିନଥିବାରୁ ଜାତୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି) ଭୁବନେଶ୍ବର-କଟକ ପୁଲିସ କମିସନରଙ୍କୁ ସର୍ତ୍ତମୂଳକ ସମନ ଜାରି କରିଛନ୍ତି।