ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
୧୯୭୩ରେ ଲିଟଲ୍ଫେଦର ତାଙ୍କ ଓସ୍କାର ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଥିଲେ। ହେଲେ ମଞ୍ଚ ଉପରେ ଆମେରିକୀୟମାନଙ୍କ ସମସ୍ୟା ଉପରେ ମାତ୍ର ୧ମିନିଟ୍ କହିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଓସ୍କାର ପୁରସ୍କାରକୁ ନେବାକୁ ସେ ସିଧାସଳଖ ମନା କରିଦେଇଥିଲେ।
ଆଖିବୁଜିଲେ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାଚିନ ଲିଟଲଫେଦର୍। ୭୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ବ୍ରେଷ୍ଟ କ୍ୟାନସର୍ରେ ପୀଡିତ ଥିଲେ. ୧୯୪୬ରେ କାଲିଫର୍ଣ୍ଣିଆରେ ଜନ୍ମିତ ସାଚିନ ଲିଟଲ୍ଫେଦର୍ ଆମେରିକାନ୍ମାନଙ୍କ ଅନେକ ପ୍ରସଙ୍ଗକୁ ସମର୍ଥନ କରି ଫିଲ୍ମ ‘ଗଡ ଫାଦର୍’ରେ ଭିଟୋ କର୍ଲେଓନ ଚରିତ୍ରରେ ଅଭିନୟ କରିଥିଲେ। ଏଥିପାଇଁ ସେ ଓସ୍କାର ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ସେ ଓସ୍କାର ଆୱାର୍ଡ ନେବାକୁ ମନା କରିଦେଇଥିଲେ।
୧୯୭୩ରେ ଲିଟଲ୍ଫେଦର ତାଙ୍କ ଓସ୍କାର ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଥିଲେ। ହେଲେ ମଞ୍ଚ ଉପରେ ଆମେରିକୀୟମାନଙ୍କ ସମସ୍ୟା ଉପରେ ମାତ୍ର ୧ମିନିଟ୍ କହିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଓସ୍କାର ପୁରସ୍କାରକୁ ନେବାକୁ ସେ ସିଧାସଳଖ ମନା କରିଦେଇଥିଲେ।
ସାଚିନ ଲିଟଲ୍ଫେଦର୍ଙ୍କ ମୃତ୍ୟୁରେ ପୂରା ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ମଧ୍ୟ ଶୋକ ପ୍ରକାଶ କରିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।