POLITICALS

ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ରକୁ ବୈଧ ଘୋଷଣା କଲେ ନିର୍ବାଚନ ଅଧିକାରୀ

ନାଗରିକତାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇପାରେ ବୋଲି ଆଲୋଚନା ହେଉଥିଲା । ତେବେ ଏସମସ୍ତ ଆଲୋଚନାରେ ଲାଗିଛି ବିରାମ । ରାହୁଲଙ୍କ ନାମାଙ୍କନ ପତ୍ର ବୈଧ  ବୋଲି ସୂଚନା ନିର୍ବାଚନ ଅଧିକାରୀ । ନାମାଙ୍କନ ପତ୍ରର ଯାଞ୍ଚ ପରେ ଜିଲ୍ଲା ନିର୍ବାଚନ ଅଧିକାରୀ  ସମସ୍ତ ଅଭିଯୋଗକୁ ଖାରଜ କରିଥିଲେ।

ଗତ ଶନିବାର ଦିନ ନାମାଙ୍କନ ପତ୍ରର ଯାଞ୍ଚ ସମୟରେ କିଛି ଆଶାୟୀ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଓ ଅନ୍ୟ ତଥ୍ୟ   ଲୁଚାଇଥିବା ଅଭିଯୋଗ କରିଥିଲେ । ଏହାସହ ଆମେଠୀରେ ନାମାଙ୍କନ ପତ୍ର ଖାରଜ କରିବାକୁ ଦାବି  ମଧ୍ୟ କରିଥିଲେ । ପ୍ରମାଣ ସ୍ୱରୁପ କିଛି ଦସ୍ତାବିଜ୍ ମଧ୍ୟ ପ୍ରଦାନ କରିଥିଲେ ।

ପଢନ୍ତୁ: କଂଗ୍ରେସ କର୍ମୀ ଓ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ନିରବ ପ୍ରତିବାଦ କଲେ କଂଗ୍ରେସ କର୍ମୀ

Related posts

ବିଜେଡି ପରେ ଏବେ କଂଗ୍ରେସ ବି ଖେଳିବ ମହିଳା କାର୍ଡ

Ratnamani Moharana

ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

Ratnamani Moharana

ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ନାହିଁ : ବିଜେଡି ପକ୍ଷରୁ ପ୍ରତିବାଦ

ENO Beuro

Leave a Comment