POLITICALS

୧ ରେ ଅମିତ ଶାହା ଓ ୨ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗ୍ରସ୍ତ

ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ। 

ବିଜେପି ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି   ଦଳୀୟ ପ୍ରଚାରରେ ଆସନ୍ତା ୧ ରେ ଓଡିଶା ଆସିବାର ଥିଲା। ମାତ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ପରିବର୍ତନ  କରାଯାଇ ସେ ୧ରେ ନୁହେଁ ବରଂ ୨ ରେ ଓଡିଶା ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ପାତ୍ର ଗୋଲକ ମହାପାତ୍ର । ତେବେ ୧ ରେ ବିଜେପି ମୁଖ୍ୟ ପାତ୍ର ଅମିତ ଶାହା   ଓଡିଶା ଆସିବା ନେଇ ସ୍ପଷ୍ଟ ହୋଇଛି।

“ଏପ୍ରିଲ ୧ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି  ଦିନ ୧୧ଟା ବେଳେ ପାରଳାଖେମୁଣ୍ଡିର ଏକ ସଭା ଓ  ତା’ ପରେ ସେ ଉମରକୋଟରେ  ହେବାକୁ ଥିବା ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।” ତେବେ ଏପ୍ରିଲ ୨ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଭାବନୀପାଟଣା  ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ମାର୍ଚ୍ଚ ୩୧ତାରିଖରେ ମୋଦିଙ୍କ “ମେଁ ଭି ଚୌକିଦାର” କାର୍ଯ୍ୟକ୍ରମ ଆରମ୍ଭ ହେବାର ସୂଚନା ରହିଛି।
ପଢନ୍ତୁ: ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ୬ ଲୋକସଭା ଓ ୪୨ ବିଧାନସଭା ଲାଗି ହେବ ପ୍ରାର୍ଥୀପତ୍ର ଚୟନ

Related posts

ଆରପାରିରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ

ENO Beuro

ନୂଆ ମୁହଁ କିନ୍ନର ମୀରାଙ୍କୁ ନବୀନଙ୍କ ଦଳରେ କଲେ ସ୍ଵାଗତ

Ratnamani Moharana

ଗଂଜାମରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ

Ratnamani Moharana

Leave a Comment