POLITICALS

ଆଜି ଗାନ୍ଧିନଗର ଲୋକସଭାରୁ ନାମାଙ୍କନ ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ବିଜେପିର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ…

ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା  ଗୁଜୁରାଟର ଗାନ୍ଧୀନଗରର ଲୋକସଭା ସିଟ ପାଇଁ କରିବେ ନାମାଙ୍କନ। ଗାନ୍ଧିନଗର ସିଟ୍ ରେ ଚଳିତ ବର୍ଷ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ଅମିତ ଶାହା ନିର୍ବାଚନ ଲଢିବାନେଇ ହୋଇଥିଲା ସ୍ପଷ୍ଟ। ତେବେ ଆଡଭାନୀ ସେହି ଲୋକସଭା ଆସନରୁ ୧୯୯୮ରେ ସିଟ୍ ର ପ୍ରତିନିଧିତ୍ବ କରିଥିଲେ। ନାମାଙ୍କନ ଦାଖଲବେଳେ ଏକ ରୋଡ ସୋ ର ମଧ୍ୟ ଆୟୋଜନ କରାଯାଇଛି।

 

ତେବେ ନାମାଙ୍କନ ଦାଖଲ ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂହ  ଏବଂ ନିତିନ୍ ଗଡକରୀ ,ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ଶିରୋମଣି ଅକାଳୀ ଦଳର ସୁପ୍ରିମୋ ପ୍ରକାଶ ସିଂହ ବାଦଲ ଏବଂ ଲୋଜପାର ସଂସ୍ଥାପକ ରାମବିଳାସ ପାସଓ୍ବାନଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ରହିବେ । ବିଜେପି ସହଯୋଗୀ ଦଳର ନେତା ରାଜନାଥ ସିଂହ ଏବଂ ନୀତିନ ଗଡକରୀ ଭଳି କେନ୍ଦ୍ରୀୟ ମନ୍ତ୍ରୀ ଉପସ୍ଥିତ ରହିବାନେଇ ସୂଚନା ରହିଛି।
ପଢନ୍ତୁ: କୋଟିଆବାସୀ କାହାର ? ଓଡ଼ିଶାର ନା ଆନ୍ଧ୍ରର

Related posts

ପୁଣିଥରେ ନବଜୋତ ସିଂହ ଦେଲେ ବିବାଦୀୟ ବୟାନ

Ratnamani Moharana

‘ବିଜେପି ହେବ ଭାରତୀୟ ଜୋକର ପାର୍ଟି’: ଅଭିଷେକ ବାନାର୍ଜୀ

Ratnamani Moharana

ନିର୍ବାଚନ ଲଢିବା ପ୍ରସଙ୍ଗରେ ଏହା କହିଲେ ବଲିଉଡ ଅଭିନେତ୍ରୀ କରୀନା

ENO Beuro

Leave a Comment