EnewsOdia.Com

ନିଜ ଟ୍ୱିଟରେ ନିଜେ ଫସିଲେ ଅମିତ ଶାହା

କେନ୍ଦ୍ର ଗୃହମନ୍ତ୍ରୀ ବା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଏବେ ନିଜେ କେଜ୍ରିୱାଲଙ୍କୁ ସମାଲୋଚନା କରିବାକୁ ଯାଇ କରିଥିବା ଏକ ଟ୍ୱିଟରେ ନିଜେ ଫସି ଯାଇଛନ୍ତି । ଅମିତ ଶାହା କରିବା ଥିବା ଏକ ଟ୍ୱିଟ ପାଇଁ ଏବେ ସମାଲୋଚନାର ସୀକାର ହୋଇଛନ୍ତି ଅମିତ ଶାହା । ସୂଚନାଯୋଗ୍ୟ କେଜ୍ରିୱାଲଙ୍କୁ ସାମଲୋଚନା କରିବାକୁ ଯାଇ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଭିଡିଓ ସେୟାର କରି ଟ୍ୱିଟ କରି ଲେଖିଛନ୍ତି କେଜ୍ରିୱାଲ ଆମକୁ ଦିଲ୍ଲୀରେ ସରକାରୀ ସ୍କୁଲକୁ ବୁଲି ଦେଖିବାକୁ ଆହ୍ୱାନ କରିଥିଲେ ।

ପଢନ୍ତୁ: କରୋନା ଭାଇରସ ରୋଗୀଙ୍କୁ ଦିଆଯାଉଛି HIV ମେଡିସିନ

ସମ୍ବନ୍ଧିତ ଖବର

ଭୋଡ଼ାଫୋନ୍‌ କର୍ମଚାରୀଙ୍କୁ ଶୁକ୍ରବାର ମିିଳିବ ଅଧା ଛୁଟି

Ratnamani Maharana

ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରି ଋଣ ସୁଝିବ ବ୍ୟାଙ୍କ

Ratnamani Maharana

ଘରେ ବସି କରନ୍ତୁ ପାନ୍‌ କାର୍ଡ କରେକସନ୍‌

Ratnamani Maharana

ନିର୍ଭୟା ଦୋଷୀ ବିନୟର ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ

Ratnamani Maharana

‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଯୁବ ଯାତ୍ରୀଙ୍କୁ ରିହାତି

Ratnamani Maharana

୧୮ ହଜାର ଟଙ୍କାର ଋଣ ନେଇ ଜନ୍ମ ହେଉଛନ୍ତି ଶିଶୁ

Ratnamani Maharana