Entertainment

ପ୍ରଥମ ଥର ଏକାଠି ହେବେ ଅମିତାଭ ବଚ୍ଚନ ଓ ଇମରାନ ହାସମୀ

ପ୍ରଥମ ଥର ପାଇଁ ଏକାଠି  ହେବାକୁ ଯାଉଛନ୍ତି ବଲିଉଡର ଦୁଇ ଷ୍ଟାର। ଦୁହେଁ ବଲିଉଡରେ ଅତି ପରିଚିତ ଓ ଚର୍ଚିତ ନାମ। ଜଣେ ବଲିଉଡର ବିଗ ବିର ଟାଇଟେଲ ପାଇଥିବାବେଳେ ଆଉ ଜଣେ ରୋମାଣ୍ଟିକ ଲଭର ବୟ ଭାବେ ପରିଚିତ। ଏମାନେ ଆଉ କେହି ନୁହନ୍ତି ଅମିତାଭ ବଚ୍ଚନ ଇମରାନ ହାସମୀ । ତେବେ ବଦଲା’ ଫିଲ୍ମ ପରେ ପୁଣିଥରେ ଏକ ଥ୍ରୀଲର  ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଅମିତାଭ। ଫିଲ୍ମଟିର ନାଁ ଏଯାଏ ଘୋଷଣା ହୋଇନହି।

ଏହି ସିନେମାଟି ୨୦୨୦ ଫେବୃଆରୀ ୨୧ରେ ପଦାକୁ ଆସିବା। ଆନନ୍ଦ ପଣ୍ଡିତ ମୋଶନ ପିକଚର୍ସ ଏବଂ ସରସ୍ଵତୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ନିବେଦିତ ଏହି ସିନେମାରେ ପ୍ରୋଯାଜନା କରୁଛନ୍ତି ଆନନ୍ଦ ପାଣ୍ଡେ । ଏହାର ରଚନା ଓ ନିର୍ଦେଶନା ଭାର ବହନ କରୁଛନ୍ତି ରୁମି ଜାଫ୍ରି । ଯେତେଦୂର ସମ୍ଭବ ଏହି ସିନେମାର ଶୁଟିଙ୍ଗ ଆସନ୍ତା ମେ’ ୧୦ ରୁ  ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ପଢନ୍ତୁ: ଆଜି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’

Related posts

ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ରହସ୍ୟ’

ENO Beuro

ଚାଷ ଜମିରେ ବେଆଇନ କୋଠା ନିର୍ମାଣ: ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ

ENO Beuro

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର

ENO Beuro

Leave a Comment