Entertainment

ୟୁପିର ୮୫୦ କୃଷକଙ୍କ ଋଣ ଶୁଝିବେ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ

big b

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଉତ୍ତରପ୍ରଦେଶର ୮୫୦ରୁ ଅଧିକ କୃଷକମାନଙ୍କର ଋଣ ପରିଶୋଧ କରିବେ ବୋଲି ସ୍ଥିର କରିଛନ୍ତି। ଏହା ବାବଦରେ ଅମିତାଭ ବଚ୍ଚନ ସାଢେ ପାଞ୍ଚ କୋଟି ଦେବା ଲାଗି ଠିକ୍‌ କରିଛନ୍ତି।

ଏହା ପୂର୍ବରୁ ଅମିତାଭ ବଚ୍ଚନ ମହାରାଷ୍ଟ୍ରର ୩୫୦ରୁ ଅଧିକ କୃଷକଙ୍କ ଋଣ ଶୁଝିବାରେ ସେମାନଙ୍କୁ ସାହାଯ୍ୟ କରିଥିଲେ । ଅମିତାଭ ନିଜ ବ୍ଲଗରେ ଲେଖିଥିଲେ ଯେ , ‘ପାଖାପାଖି ୩୫୦ କୃଷକଙ୍କୁ ଋଣ ଶୁଝିବାରେ ଅସୁବିଧା ହେଉଛି । ଋଣ ଭାରରେ ଅନେକ କୃଷକ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି । କୃଷକମାନଙ୍କ ଏହି ଋଣ ଭାରକୁ କମ କରିବା ପାଇଁ ନିକଟରେ ସେମାନଙ୍କର ଋଣକୁ ଶୁଝା ହୋଇଛି ।

big b

ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ବିଦର୍ଭର କେତେକ କୃଷକଙ୍କୁ ଋଣରୁ ମୁକ୍ତି ଦେବା ଲାଗି ବି ଚେଷ୍ଟା କରାଯାଇଥିଲା। ବିଗ୍‌ ବି ଲେଖିଛନ୍ତି ଯେ –କେବିସିର କର୍ମବୀର ଏପିସୋଡରେ ଯୋଗ ଦେଇଥିବା ପ୍ରତିଯୋଗୀ ଅଜିତ ସିଂହଙ୍କର ମଧ୍ୟ ସହାୟତା କରାଯାଉଛି। ଅମିତାଭ ମହାରାଷ୍ଟ୍ରାର ୪୪ ଜଣ ଏଭଳି ପରିବାର ବର୍ଗଙ୍କର ଆର୍ଥିକ ସହାୟତା କରିଥିଲେ,ଯେଉଁମାନଙ୍କ ପରିବାର ରେ କେହି ସଦସ୍ୟ ଶହୀଦ୍‌ ହୋଇଥିଲେ।

ପଢନ୍ତୁ;ଶେଷ ହେଲା ଦଶହରା,ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

Related posts

ଆଗକୁ ବକ୍ସ ଅଫିସରେ ଦେଖିବାକୁ ପାଇବେ ଏହି ୩ ସୁନ୍ଦରୀଙ୍କ ଟକ୍କର

ENO Beuro

ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ : ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି

ENO Beuro

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋର ଟ୍ରେଲର୍

ENO Beuro

Leave a Comment