ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ଟୁଇଟର ମାଲିକ ଭାଇ ଏହି ଟୁଇଟରରେ ଏକ ଏଡିଟ ବଟମ ଲଗାଇଦିଅ ପ୍ଲିଜ!!! ବାରମ୍ବାର ଯେବେ ଭୁଲ ହୋଇଯାଉଛି, ଆଉ ଶୁଭଚିନ୍ତକ ଆମକୁ ଏହା କହୁଛନ୍ତି, ସେତେବେଳେ ପୁରା ଟୁଇଟକୁ ଡିଲିଟ କରିବାକୁ ପଡୁଛି।
ଟୁଇଟର ମାଲିକ ଭାଇ ଏହି ଟୁଇଟରରେ ଏକ ଏଡିଟ ବଟମ ଲଗାଇଦିଅ ପ୍ଲିଜ!!! ବାରମ୍ବାର ଯେବେ ଭୁଲ ହୋଇଯାଉଛି, ଆଉ ଶୁଭଚିନ୍ତକ ଆମକୁ ଏହା କହୁଛନ୍ତି, ସେତେବେଳେ ପୁରା ଟୁଇଟକୁ ଡିଲିଟ କରିବାକୁ ପଡୁଛି। ନାହିଁ ତ ଭୁଲ ଟୁଇଟକୁ ଠିକ କରି ପୁଣିଥରେ ପୋଷ୍ଟ କରିବାକୁ ପଡୁଛି। ହାତ ଯୋଡୁଛି। ଏମିତି କିଛି ଟ୍ବିଟ କରିଛନ୍ତି ବଲିଉଡ ଦୁନିଆର ସୁପରଷ୍ଟାର ଅମିତାଭ ବଚ୍ଚନ। ତତପଶ୍ଚାତ ଏବେ ଅମିତାଭ ଟୁଇଟରର ମାଲିକ ଏଲନ ମସ୍କଙ୍କ ସାମ୍ନାରେ ହାତ ଯୋଡି ଏକ ଗୁହାରି କରିଛନ୍ତି।
ବଲିଉଡରୁ ସାମାଜିକ ଓ ରାଜନୈତିକ ପ୍ରାୟ ସମସ୍ତ ପ୍ରସଙ୍ଗ ଉପରେ ମତ ରଖୁଥିବା ଅମିତାଭଙ୍କର ରହିଛନ୍ତି ବହୁ ପ୍ରଶଂସକ। ବେଳେ ବେଳେ ତାଙ୍କ ପିତାଙ୍କ ଦ୍ୱାରା ଲିଖିତ କବିତା ଓ ନିଜେ ଲେଖିଥିବା ଚିଠିକୁ ବି ସେ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି।
ସୂଚନାନୁସାରେ, ଗୁରୁବାର ଦିନ ‘ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍’ ‘ଟୁଇଟର୍’ ସମସ୍ତ ଆକାଉଣ୍ଟ୍ରୁ ‘ଲେଗାସି ଭେରିଫାଏଡ୍ ବ୍ଲୁ ଟିକ୍’ ହଟାଇ ଦେଇଛି। ଦେୟ ନ ଦେଇଥିବାରୁ ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍, ଆଲିଆ ଭଟ୍ଟ, ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜ୍ରିୱାଲ୍ ଓ ମମତା ବାନାର୍ଜୀ, କ୍ରିକେଟ୍ର୍ ବିରାଟ କୋହଲି ଓ ରୋହିତ ଶର୍ମା ଆଦି ଟୁଇଟର୍ ଆକାଉଣ୍ଟ୍ରୁ ‘ଭେରିଫାଏଡ୍ ବ୍ଲୁ ଟିକ୍’ ହରାଇଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।