News

ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

big b

ମହାରାଷ୍ଟ୍ରର ୩୫୦ କୃଷକଙ୍କ କରଜ ଶୁୁଝିଲା ପରେ ଏବେ ଉତ୍ତରପ୍ରଦେଶର ୧୩୯୮ ଚାଷୀଙ୍କ ଋଣ ପରିଶୋଧ କରିବାରେ ସହାୟତା କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହିତ ଓ୍ଵାନ୍‌ ଟାଇମ୍‌ ସେଟଲମେଣ୍ଟର ଡ଼ିଲ୍‌ କରି ସବୁ କରଜ ଏକା ସାଙ୍ଗରେ ଶୁଝିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏହା ସହ ୭୦ଜଣ କୃଷକଙ୍କୁ ମୁମ୍ବାଇ ଆସି ବ୍ୟାଙ୍କରୁ ନିଜ କରଜ ଶୁଝା ଯାଇ ସାରିଥିବାର ପ୍ରମାଣପତ୍ର ନେବା ପାଇଁ ବିଗ୍‌ ବି ଆମନ୍ତ୍ରଣ କରିଥିବା ଜଣାପଡ଼ିଛି।

big b

ବିଗ୍‌ ବି ପ୍ରଥମକରି ମହାରାଷ୍ଟ୍ରର ୩୫୦ ଚାଷୀଙ୍କ ଋଣ ପରିଶୋଧ କରିଥିଲେ। ବର୍ତ୍ତମାନ ଉତ୍ତରପ୍ରଦେଶର ୧୩୯୮ ଚାଷୀଙ୍କ ଋଣ ଅର୍ଥ ପରିଶୋଧ କରିଛନ୍ତି। ସେଥିପାଇଁ ତାଙ୍କୁ ୪.୦୫ କୋଟି ଟଙ୍କା ବ୍ୟୟ କରିବାକୁ ପଡିଛି। ଚାଷୀଙ୍କ ଋଣ ଶୁଝିବା ପାଇଁ ଯେଉଁ ଅଭିଳାଷ ପୋଷଣ କରିଥିଲେ ତାହା ପୂରଣ ହେବାପରେ ତାଙ୍କ ଅନ୍ତରାତ୍ମା ଶାନ୍ତିଲାଭ କରିଛି ବୋଲି ବିଗ୍‌ ବି ଅମିତାଭ ବ୍ଲଗ୍‌ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ପଢନ୍ତୁ; କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ

Related posts

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ !

ENO Beuro

ସ୍ୱଚ୍ଛ ଭାରତ ଅଭିଯାନ : କାର ସହ ବାଇକ ରାଲି

ENO Beuro

ଜିସାଟ୍-୨୯ ଉପଗ୍ରହର ସଫଳ ପ୍ରେରଣ

ENO Beuro

Leave a Comment