LIFESTYLE

ଚୁଟି ଧଳା ଓ ଗଞ୍ଜାପଣରୁ ମୁକ୍ତି ଦେବ ଅଁଳା: ଆସନ୍ତୁ ଜାଣିବା କିପରି

ଅଁଳା ଏକ ଔଷଧୀୟ ବୃକ୍ଷ ବୋଲି ସମସ୍ତେ ଜାଣନ୍ତି ମାତ୍ର ଏହାର ଉପକାରିତା ଗୁଣ ସମ୍ପର୍କରେ ବହୁତ କମ ଲୋକ ଜାଣିଛନ୍ତି। ଆପଣ ଜାଣିଛନ୍ତିକି!!! ଅଁଳାରେ ଭିଟାମିନ୍ ସି, କ୍ୟାଲସିୟମ୍, ଫସଫରସ୍ , ଆଇରନ୍ , କେରୋଟିନ୍ , ଭିଟାମିନ୍ ବି, ଫାଇବର, ଓ କାର୍ବୋହାଇଡ୍ରେଡ୍ ପରି ତତ୍ତ ଭରପୁର ମାତ୍ରାରେ ମିଳିଥାଏ। ଏହି ସବୁ ଉପାଦାନ ଆମ ଚୁଟିକୁ ସୁନ୍ଦର, ମଜବୁତ କରିବାର କରିବାରେ ସାହାର୍ଯ୍ୟ କରିବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

୧) ଅଁଳା ତେଲ ବାଳ ପାଇଁ ଏକ ଭଲ କନଡିସିନର୍ ଭାବେ କାମ କରିଥାଏ , ଏହାକୁ ବାଳକୁ କଳା ଘନ, ଓ ଚମକଦାର କରିଥାଏ ।


୨) ବାଳରେ ଚମକ ଆଣିବା ପାଇଁ ଅଁଳାର ଜୁସ୍ ଭଲ ଭାବରେ ମସାଜ୍ କରନ୍ତୁ , ଏକ ଘଣ୍ଟା ପରେ ବାଳକୁ ତାଜା ପାଣିରୁ ଧୋଇ ଦିଅନ୍ତୁ , ଏଥିରୁ ବାଳ ଗୁଡିକ ନ୍ୟାଚୁରାଲ୍ ଚମକ ଆସିବ ।
୩) ଝଡୁଥିବା ବାଳକୁ ରୋକିବା ପାଇଁ ଅଁଳାକୁ ସିଝାଇ ତାହାର ଏକ ପେଷ୍ଟ ବନାଇଦିଅନ୍ତୁ , ସପ୍ତାହରେ କମ୍ ସେ କମ୍ ଥରେ ଏହି ପେଷ୍ଟକୁ ବାଳରେ ଓ ଜଡରେ ଭଲ ଭାବେ ଲଗାନ୍ତୁ , ଜଲଦି ହିଁ ବାଳ ଝଡିବା ବନ୍ଦ ହୋଇଯିବ ।


୪) ଯଦି ବାଳ ଗୁଡିକ ସମୟ ଥିବା ସମୟରେ ଅଧିକା ଧଳା ହେଉଥାଏ , ତେବେ ଅଁଳା ଓ ତୁଳସୀର ପତ୍ରକୁ ପେଶିକରି ପେଷ୍ଟ ବନାଇଦିଅନ୍ତୁ , ଏହି ପେଷ୍ଟକୁ ଗୋଟେ କପ୍ ପାଣିରେ ମିଶାଇକରି ଜଡରେ ଲଗାନ୍ତୁ , ଜଡରୁ ଏହା ଶୁଖିଲା ପରେ ଏହାକୁ ତାଜା ପାଣିରେ ଧୋଇଦିଅନ୍ତୁ , ଜଲଦି ହିଁ ଧଳା ବାଳ କଳା ହୋଇଯିବ ।
ପଢନ୍ତୁ: ପିଆଜ ଚୋପାର ରହିଛି ଚମତ୍କାରିତା ଗୁଣ: ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ସମ୍ପର୍କରେ

Related posts

ପ୍ରତିଦିନ ସକାଳୁ ପିଅନ୍ତୁ ମାଟି ପାତ୍ରର ପାଣି ଦୂର ହେବ ଅନେକ ସମସ୍ୟା!

ENO Beuro

ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ୬ଟି କଥା

ENO Beuro

ଭିଟାମିନ-ଡି ବ୍ୟବହାର କରି ଦୂର କରନ୍ତୁ ଡାଏବେଟିସ

ENO Beuro

Leave a Comment