୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ

୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ :

ମେଷ – ସମସ୍ୟା ସମାଧାନ ହେବ । ସ୍ଵାସ୍ଥ୍ୟରେ ସୁଧାର ହେବ । ଆର୍ଥିକ ଲାଭ ହେବ।

ବୃଷ – ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଗୁଡ ଖାଇ ଘରୁ ବାହାରନ୍ତୁ ।

ମିଥୁନ – ପରିବାରରେ ଖୁସି ଆସିବ । ବିବାହ ସ୍ଥିର ହେବାର ଯୋଗ ରହିଛି । ସମ୍ପର୍କଜନିତ ସମସ୍ୟା ଦୂର ହେବ ।

କର୍କଟ – ଧନ ଲାଭ ହେବ । ମାନ-ସମ୍ମାନ ମିଳିବ । ଦୌଡା ଦୌଡି ଅଧିକ କରିବାକୁ ପଡିବ ।

ସିଂହ – ସ୍ଵାସ୍ଥ୍ୟରେ ସୁଧାର ଆସିବ । ଚାକିରିରେ ଲାଭ ହେବ । ଦାୟିତ୍ଵହିନତାରୁ ଦୂରେଇ ରୁହନ୍ତୁ ।

କନ୍ୟା – କର୍ମକ୍ଷେତ୍ରରେ ଚିନ୍ତା ବଢିବ । ଲେଖା ପଢା ଉପରେ ସାବଧାନ ରୁହନ୍ତୁ । ହନୁମାନ ଚାଳିଶା ପଥ କରନ୍ତୁ ।

ତୁଳା – ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ମୋକଦ୍ଦମାରେ ସଫଳତା ମିଳିବ । ନୂତନ କାର୍ଯ୍ୟର ସୁଯୋଗ ମିଳିବ ।

ବିଛା – ଆର୍ଥିକ ସ୍ଥିତି ଭଲ ରହିବ । ପରିବାରରେ ସମସ୍ୟାଗୁଡିକର ସମାଧାନ ହେବ । ତରତର ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ ।

ଧନୁ – କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ସମ୍ପତି ଲାଭ ହେବ ।

ମକର – ସମ୍ପର୍କରେ ସମସ୍ୟା ଦେଖାଦେବ । ଆଘାତ ପାଇବାରୁ ନିଜକୁ ଦୂରେଇ ରଖନ୍ତୁ । ଗୁଡ ଦାନ କରନ୍ତୁ ।

କୁମ୍ଭ – ଈଶ୍ଵରଙ୍କ ଆଡକୁ ଆକର୍ଷିତ ହେବେ । କ୍ୟାରିୟରରେ ସଫଳତା ମିଳିବ । ଧନ ଲାଭ ହେବ ।

ମୀନ – ମାନ-ସମ୍ମାନ ମିଳିବ । ସମ୍ପତିଜନିତ ବିବାଦ ସମାଧାନ ହେବ । ଅଟକି ରହିଥିବା କାମ ପୂର୍ଣ୍ଣ ହେବ ।

ପଢନ୍ତୁ, ପରିବାରରେ କଳହ ଲାଗି ରହୁଥିଲେ କରନ୍ତୁ ଏହିସବୁ ଉପାୟ , ଶୀଘ୍ର ସୁଫଳ ମିଳିବ

Related posts

ଆପଣଙ୍କ ଲଭ୍ ଲାଇଫ୍ ଉପରେ କଣ କହୁଛି ଆପଣଙ୍କ ରାଶି, ଆସନ୍ତୁ ଜାଣିବା

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ