୨୦ ଡିସେମ୍ବର ବୁଧବାର , ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ – ଗୁରୁତ୍ବପୂର୍ଣ କାର୍ଯ୍ୟ ପୂର୍ଣ୍ଣ ହେବ । ଚାକିରିରେ ପରିବର୍ତ୍ତନର ଯୋଗ ରହିଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

ବୃଷ – ବିବାଦରୁ ଦୂରେଇ ରୁହନ୍ତୁ । ଧନ ହାନି ପ୍ରତି ଧ୍ୟାନ ଦିଅନ୍ତୁ । ସବୁଜ ପାନମଧୁରୀ ଖାଇ ଘରୁ ବାହାରନ୍ତୁ ।

ମିଥୁନ – ପରିବାରରେ ମଙ୍ଗଳ କାମର ଯୋଗ ରହିଛି । ଚାକିରିରେ ସୁଧାର ହେବ । ସମ୍ପର୍କଜନିତ ସମସ୍ୟା ଦୂର ହେବ ।

କର୍କଟ – ଆଳସ୍ୟ କର ନାହିଁ । କ୍ୟାରିୟର ପ୍ରତି ଦାୟିତ୍ଵହିନ  ହୁଅନ୍ତୁ ନାହିଁ । ଧନ ସମ୍ବନ୍ଧିତ ନେଣ ଦେଣ ସମୟରେ ସତର୍କ ରୁହନ୍ତୁ ।

ସିଂହ – ସ୍ଵାସ୍ଥ୍ୟରେ ସୁଧାର ଆସିବ । କୌଣସି ପୁରୁଣା ସମସ୍ୟାର ସମାଧାନ ହେବ । ଯାତ୍ରାର ସମ୍ଭାବନା ଅଛି ।

କନ୍ୟା – ବୈବାହିକ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ । ଧନ ମାମଲାରେ ସାବଧାନ ରୁହନ୍ତୁ । ସବୁଜ ରଙ୍ଗର ଫଳ ଦାନ କରନ୍ତୁ ।

ତୁଳା – ଘରେ ଶୁଭ କମ ହେବ । ଅଟକି ଥିବା କାମ ପୁରା ହେବ । ଦୌଡାଦୌଡି କରିବାକୁ ପଡିପାରେ ।

ବିଛା – ପରିବାରରେ ଖୁସି ଫେରିଆସିବ । ଚାକିରିରେ ସୁଧାର ଆସିବ । ଅଚାନକ ଧନ ଲାଭ ହେବ ।

ଧନୁ – ଜୀବନରୁ ସମସ୍ୟା ଦୂର ହେବ । ପ୍ରେମ ମାମଲାରେ ସଫଳତା ମିଳିବ । ମନ ମୁତାବକ ସ୍ଥାନ ପରିବର୍ତ୍ତନ ହେବ ।

ମକର – ଦିନସାରା ଦୌଡାଦୌଡି କରିବାକୁ ପଡିବ । ଚାକିରିରେ ସମସ୍ୟା ହୋଇପାରେ । ବାଣୀ ଉପରେ ସଂଯମ ରକ୍ଷା କରନ୍ତୁ ।

କୁମ୍ଭ – କୌଣସି ପୁରୁଣା ଇଚ୍ଛା ପୂର୍ଣ୍ଣ ହେବ । ପାରିବାରିକ ଜୀବନ ଠିକରେ ଅତିବାହିତ ହେବ । ମାନ ସମ୍ମାନ ମିଳିବ ।

ମୀନ – କୌଣସି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିବ । ଚିନ୍ତା ଓ ଚାପ ବଢିବ । ସନ୍ତାନ ପକ୍ଷର ଉନ୍ନତି ହେବ ।

Related posts

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ

କେଉଁ ରାଶିର ଲୋକଙ୍କୁ ପ୍ରକୃତ ପ୍ରେମ ମିଳିଥାଏ ଜାଣନ୍ତୁ?