ଜୀବନରେ ସଫଳତା ଚାହୁଛନ୍ତି କି ? ତେବେ ଏହି ୪ଟି ଭୁଲ କରନ୍ତୁ ନାହିଁ

eraser and word mistakes, concept of Making Changing

ଆମେ ଆମ ଜୀବନରେ ବହୁତ ଭୁଲ କରି ଥାଉ । ଭୁଲ କରିବା ପରେ ଆମେ ଜାଣି ପାରୁ କି ଆମେ କିଛି ଭୁଲ କରିଛେ ବୋଲି । ତେବେ ଏହି ଭୁଲରେ ଯଦି କେହି କିଛି ଶିକ୍ଷା ପାଆନ୍ତି ତ କେହି ବାରମ୍ବାର ସେହି ଭୁଲ କରିବାରେ ଲାଗିଥାନ୍ତି । ବିଶେଷ ଭାବେ  ୧୬ ରୁ ୨୫ ବର୍ଷ ବୟସ ଏକ ଏଭଳି ସମୟ ହୋଇଥାଏ ଯେଉଁଥିରେ ଲୋକେ ବୋଧେ ସବୁଠାରୁ ଅଧିକ ଭୁଲ କରିଥାଏ ।

ଜୀବନରେ ଏହି ୪ ଟି ଭୁଲ କରନ୍ତୁ ନାହିଁ

ବିଶେଷ କରି ଆଜିର ଯୁବପିଢି ମାନେ ସହଜରେ ସମସ୍ତଙ୍କ ଉପରେ ବିଶ୍ଵାସ  କରିଥାନ୍ତି ।  ଜୀବନରେ ଅନେକ ଲୋକ ଧୋକ୍କା ଖାଇଛନ୍ତି ମାତ୍ର ସେଥୁରୁ ଯଦି କେହି ଶିକ୍ଷା ପାଏ ତେବେ ସେଟା ତାପାଇଁ ଆଶୀର୍ବାଦ ଭଳି କାର୍ଯ୍ୟ କରିଥାଏ ।

ଏହା ଏକ ଏଭଳି ପରିସ୍ଥିତି ଯେଉଁଥିରେ ସମସ୍ତ ଯୁବପିଢୀକୁ ଗତି କରିବାକୁ ପଡିଥାଏ । ପ୍ରେମ ବିଷୟରେ ତ ଆପଣଙ୍କୁ ଖୁବ୍ ଭଲ ଭାବେ ଜଣାଥିବ ମାତ୍ର ଆକର୍ଷଣକୁ ଯଦି ସଠିକ୍ ସମୟରେ ନିୟନ୍ତ୍ରଣ କରା ନ ଯାଏ ତେବେ ତାହା ଭୟଙ୍କର ରୋଗ ରୁପରେ ଆର୍ବିଭାବ ହୋଇଥାଏ ।

ପ୍ରଥମ ଥରରେ ସଫଳତା ହାସଲ କରିବା ଖୁବ୍ କମ୍ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ । କମ ସମୟରେ ଆଗକୁ ଉଠିବ ସଫଳତା ହାସଲ କରିବା ଅସୁବିଧାରେ ପକାଇ ପାରେ । ତେବେ ପଡିବା ଏବଂ ପଡି ଉଠି ଆଗକୁ ଆଗକୁ ବଢିବା ହେଉଛି ପ୍ରକୃତ ଜୀବନ ।

କମ୍ ସମୟ ମଧରେ ଅନେକ କିଛି ଲାଭ କରିବାର ଇଚ୍ଛା ପ୍ରାୟତଃ ଯୁବପିଢିଙ୍କ ମଧ୍ୟରେ  ବହୁତ ଦେଖିବାକୁ ମିଳିଥାଏ । ସେମାନେ କ’ଣ କରିବେ କ’ଣ କରିବେ ନାହିଁ  ନିଷ୍ପତି ନେଇ ପାରନ୍ତି ନାହିଁ ।


ପଢନ୍ତୁ ;

ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ? ତେବେ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବ୍ୟବହାର କରନ୍ତୁ

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ