କେଉଁ ସମୟରେ ରକ୍ଷାସୂତ୍ର ଖୋଲିବା ଅନୁଚିତ ଜାଣନ୍ତୁ ?

ହିନ୍ଦୁ ପରମ୍ପରାରେ ଏମିତି ବହୁତ କିଛି କଥା ଅଛି ଯାହାକୁ ଆମେ ସବୁ ମାନି ଥାଉ । ଏମିତି କି ହିନ୍ଦୁ ପରମ୍ପରାରେ ଅଛି କି ବିବାହ ବ୍ରତ ହେଉ କିମ୍ବା ଘର ପ୍ରତିଷ୍ଠା ସବୁ କାର୍ଯ୍ୟ ଆରମ୍ଭରେ ରକ୍ଷାସୂତ୍ର ବାନ୍ଧିଲେ ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଆମର ବିଶ୍ୱାସ ରହିଛି ।  କାରଣ ରକ୍ଷାସୂତ୍ର ବାନ୍ଧିବାକୁ ଶୁଭ ବୋଲି ମାନାଯାଏ ।  ରକ୍ଷା ସୂତ୍ର ବାନ୍ଧିବା ଦ୍ଵାରା ଆମକୁ ବିପଦରୁ ମଧ୍ୟ ରକ୍ଷା ମିଳିଥାଏ ।

କେଉଁ ସମୟରେ ରକ୍ଷା ସୂତ୍ର ବଦଳାଇବେ ଜାଣନ୍ତୁ :-

  • ଯଦି ଆମେ ଅବେଳରେ ଏହି “ରକ୍ଷାସୂତ୍ର” ଖୋଲିବା ଯେବେ ଶରୀର ପାଇଁ ଅଶୁଭ ହୋଇଥାଏ ।  ସବୁବେଳେ ଏହି ରକ୍ଷା ସୂତ୍ର ବଦଳାଇବା ସମୟରେ ଶୁଭ ସମୟ ଦେଖି ବଦଳାଇବା ଉଚିତ ।
  • ଶାସ୍ତ୍ର ଅନୁସାରେ ତିନି ଖିଅ ଓ ପାଞ୍ଚ ଖିଅ ରକ୍ଷା ସୂତ୍ର ବାନ୍ଧିବା ଉଚିତ । ଏହି ରକ୍ଷାସୂତ୍ରକୁ ତିନିଥର ହାତରେ ଗୋଡାଇ ବାନ୍ଧିବେ ଶୁଭ ଫଳ ନିଶ୍ଚିତ ମିଳିବ ।
  • ଯଦି “ରକ୍ଷାସୂତ୍ର” ପୁରୁଣା ହୋଇଯାଏ ତେବେ ମଙ୍ଗଳବାର ଓ ଶନିବାର ଏହି ପୁରୁଣା “ରକ୍ଷା ସୂତ୍ର”କୁ ଖୋଲି ନୂଆ ରକ୍ଷା ସୂତ୍ର ଲଗାଇ ପାରିବେ ।
  • ପୁରଷ ଓ ଅବିବାହିତ ମହିଳା ଡାହାଣ ହାତରେ ରକ୍ଷା ସୂତ୍ର ବାନ୍ଧିବା ଉଚିତ । ବିବାହିତ ମହିଳା ଏହି ରକ୍ଷା ସୂତ୍ର ବାମ ହାତରେ ବାନ୍ଧିବା ଉଚିତ ।

ପଢନ୍ତୁ ;

ଗ୍ରୀଷ୍ମଦିନେ କେଉଁ ଫେସ୍ ପ୍ୟାକ୍ ଲଗାଇବା ଭଲ ଜାଣନ୍ତୁ ?

Related posts

ଆସନ୍ତୁ ଜାଣିବା ବିପଦ ଆସିବା ଆଗରୁ କି ପ୍ରକାରର ମିଳିଥାଏ ଅଶୁଭ ସଙ୍କେତ

ରାତିରେ ଜନ୍ମ ହୋଇଥିବା ଲୋକମାନେ ହୋଇଥାନ୍ତି ବହୁତ ଖାସ: ଜାଣନ୍ତୁ କିପରି

ଯଦି ଆପଣଙ୍କ ଘରେ ମନକୁ ଅଶ୍ୱସ୍ଥ ଗଛ ଉଠିଛି ତାହେଲେ କରନ୍ତୁ ନାହିଁ ଏହି କାମ