ମଦ ନିଶାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ଜାଣିରଖନ୍ତୁ ମଦ ନିଶାରୁ ମୁକ୍ତି ପାଇବାର କିଛି ସରଳ ଉପାୟ

ଦହିରେ ତିଆରି ହୋଇଥିବା ଲସିକୁ ପିଇବା ଦ୍ୱାରା ମଦ ନିଶା ଛାଡିବାରେ ସାହାଯ୍ୟ ହୋଇଥାଏ। ପଇଡ ପାଣି ଆମ ପାଇଁ ବହୁତ ଉପକାରୀ। ଏହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ପଇଡ ପାଣି ବହୁତ ଜଲଦି ମଦ ନିଶାକୁ ଛଡାଇ ଥାଏ।

ନିଶା ଛଡାଇବା ପାଇଁ ଆପଣ କମଳା ରସକୁ ମଧ୍ୟ ପିଇପାରିବେ। ଏଥିରେ ଥିବା ଭିଟାମିନ ସି ବାନ୍ତିକୁ ରୋକି ଥାଏ ଓ ନିଶା ମୁକ୍ତ କରିଥାଏ।

କଫି ପିଇବା ଦ୍ୱାରା ଆମକୁ ଫୁର୍ତ୍ତି ଲାଗିଥାଏ। ନିଶା ଛଡାଇବାକୁ ହେଲେ ଗୋଟେ କପ୍ ଗରମ କଫି ପିଅନ୍ତୁ। ଏକା ସମୟରେ କଫି ପିଇବା ଅପେକ୍ଷା ଟିକେ ଟିକେ ପିଅନ୍ତୁ । ଏପରି କରିବା ଦ୍ୱାରା ଆପେ ଆପେ ନିଶା କମିଥାଏ ଓ ମୁଣ୍ଡ ବିନ୍ଧା ମଧ୍ୟ କମିଥାଏ।

ମଦ ନିଶାରୁ ମୁକୁଳିବାକୁ ଚାହୁଁଥିଲେ କଦଳୀକୁ ଖାଆନ୍ତୁ । ଏଥିରେ ଥିବା ପୋଟାସିୟମ ଓ କାର୍ବୋହାଇଡ୍ରେଟ ଶରୀରକୁ ଡିହାଇଡ୍ରେଟ କରାଇଥାଏ ବା ମଦର ନିଶାକୁ ଛଡାଇ ଥାଏ। ନିଶା ଦୂର କରିବା ପାଇଁ ଅଦା ଚା ପିଅନ୍ତୁ। ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ। ଦିନକୁ ପ୍ରାୟ ୩ ରୁ ୪ ଥର ଅଦା ଚା ପିଅନ୍ତୁ।

ପଢନ୍ତୁ; ଗାଈ ଫସଲ ଖାଇଲା ବୋଲି ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ!

Related posts

ପ୍ରତିଦିନ ଖାଆନ୍ତୁ ଖଜୁରି, ମିଳିବ ଏହିସବୁ ଫାଇଦା

ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

କାଶ ଏବଂ କଫରୁ ମୁକ୍ତି ଦେଇଥାଏ ଅମରପୋଇ ପତ୍ର! ଜାଣନ୍ତୁ ଏହାର ଔଷଧିୟ ଗୁଣ