ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।  ଦିନ ଗୋଟାଏରେ ସେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ପହଞ୍ଚିବା ପରେ ସ୍ୱାଗତ କରିବାକୁ ବିଜେପି ଶିବିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଗସ୍ତ ଅବସରରେ ରାଜ୍ୟ କର୍ଯ୍ୟାଳୟରେ ୫ଟି ପର୍ଯ୍ୟାୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହିତ ସନ୍ଧ୍ୟାରେ ଏକ ଘରୋଇ ହୋଟଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ୭ ତାରିଖ ଦିନ ସକାଳେ  ଅମିତ୍ ଲିଙ୍ଗରାଜ ମିନ୍ଦିର ଯିବେ ଓ ପରେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରିବେ । ସେହିପରି  ୮ ତାରିଖ ଦିନ ଜନତା ମଇଦାନରେ ବୁଥ୍ ସ୍ତରରୁ ଆସିଥିବା କର୍ମୀଙ୍କୁ ଉଦ୍‌ବୋଧନ ଦେବେ।

ଶିଶୁ କଳାକାର ଜୀବ୍ରାନ ଖାନ ଏବେ କେମିତି ଦିସୁଛନ୍ତି ଜାଣନ୍ତୁ

Related posts

ନିର୍ବାଚନ ଲଢିବା ପ୍ରସଙ୍ଗରେ ଏହା କହିଲେ ବଲିଉଡ ଅଭିନେତ୍ରୀ କରୀନା

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଣୟ ସାହୁ

ନିର୍ବାଚନ ମଇଦାନକୁ ଓହ୍ଲାଇବେ ବଲିଉଡ ଅଭିନେତ୍ରୀ କରୀନା