“ୟସ୍ ସାର୍” ଏବଂ “ୟସ୍ ମ୍ୟାଡମ୍” ଭଳି ଶବ୍ଦରେ ନାହିଂ ଦେଶ ଭକ୍ତି – ବିଜୟ ଶାହା

“ୟସ୍ ସାର୍” ଏବଂ “ୟସ୍ ମ୍ୟାଡମ୍” ଭଳି ଶବ୍ଦରେ ନାହିଂ ଦେଶ ଭକ୍ତି । ଦେଶଭକ୍ତି ଦେଖାଇବା ପାଇଁ ବିଦ୍ୟାଳୟରେ ଉପସ୍ଥାପନ ବେଳେ “ଜୟ ହିନ୍ଦ୍” କହିବା ଉଚିତ୍ ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ଶିକ୍ଷାମନ୍ତ୍ରୀ ତଥା ବିଜେପି ନେତା ବିଜୟ ଶାହା ।

ରବିବାର ଏନସିସିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଶ୍ରୀଯୁକ୍ତ ଶାହା ଏହି କଥା ଉପସ୍ଥାପନା କରିବା ସହ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସରକାରୀ ସର୍କୁଲାର୍ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି । ଏହାପରେ ରାଜ୍ୟର ସରକାରୀ ସ୍କୁଲରେ ଉପସ୍ଥାନ ସମୟରେ “ଜୟ ହିନ୍ଦ୍” ଜରୁରୀ ହୋଇଯିବ ଓ ବେସରକାରୀ ସ୍କୁଲ୍ ମାନଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା କରାଯିବ ବୋଲି ଯୋଜନା ରହିଛି । ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ।

ପଢନ୍ତୁ, ସ୍ମାର୍ଟ ସିଟି ବୋଲାଉଥିବା ରାଜଧାନୀ ଭୁବନେଶ୍ୱର ଲୋକ ବି ପାଣି ପାଇଁ ଡହଳ ବିକଳ

Related posts

ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ