କେଉଁ ବସ୍ତୁ ଦାନ କରିବା ଦ୍ଵାରା କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା 

ଦାନ କରିବା ଠାରୁ ପୂଣ୍ୟ କର୍ମ ଦୁନିଆରେ କିଛି ନାହିଁ। ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଅଲଗା ଅଲଗା ପ୍ରକାର ଦାନର ଅଲଗା ପ୍ରକାର ମହତ୍ଵ ରହିଛି। ଦାନ ଅନେକ ପ୍ରକାରର, ଯଥା ଅନ୍ନଦାନ , ବସ୍ତ୍ରଦାନ, ଗୋ-ଦାନ , କନ୍ୟା ଦାନ , ରକ୍ତ ଦାନ। କଣ ଦାନ କଲେ କେଉଁ ପୂଣ୍ୟ ମିଳେ ତାହା ଆମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଦାନ ବିଭିନ୍ନ ପ୍ରକାର ହୋଇଥାଏ, ଏବଂ ସମସ୍ତଙ୍କର କିଛି ଅଲଗା ଅଲଗା ମହତ୍ୱ ରହିଛି। ସେଥି ମଧ୍ୟରୁ ସବୁଠୁ ପବିତ୍ର ଦାନ ଜ୍ଞାନ ଦାନକୁ କୁହାଯାଏ। ଜ୍ଞାନ ଦାନ କରିବାରେ ଉଭୟ ଦାତା ଓ ଗ୍ରହିତାର ଲାଭ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ବସ୍ତୁ ଦାନ କଲେ କଣ ଲାଭ ମିଳିଥାଏ-

  • ଯଦି ଆପଣ ଆଇନ ମାମଲାରେ ସଫଳତା ହାସଲ କରିବାକୁ ଚାହାଁନ୍ତି ତେବେ ମଙ୍ଗଳବାର ଦିନ ଯଅ ଦାନ କରିବା ଆବଶ୍ୟକ।
  • ସେନାରେ ଥିବା ଲୋକମାନେ ଯଅ ଦାନ କରିବା ଉଚିତ ନୁହେଁ।
  • ଯେଉଁମାନଙ୍କ ଉପରେ ମା’ଙ୍କ ଆଶୀର୍ବାଦ ରହିଥାଏ, ସେମାନେ ଚାଉଳ ଦାନ କରିବା ଉଚିତ ନୁହେଁ । ଯଦି ସେମାନେ ଚାଉଳ ଦାନ ଦେବେ ସେମାନଙ୍କର ଅଶୁଭ ହେବ।

ପଢନ୍ତୁ; ଆସନ୍ତା ୧୦ରେ ଭାରତ ବନ୍ଦ

Related posts

ସକାଳୁ ଉଠି ହାତ ପାପୁଲି ଦେଖିବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା

ରାତିରେ ଅଇଁଠା ବାସନ ନ ଧୋଇ ରଖୁଛନ୍ତି କି? ଜାଣନ୍ତୁ ଏହାର ପରିଣାମ

ମାର୍ଗଶୀର ମାସରେ କେଉଁ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ ଜାଣନ୍ତୁ?