ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା କେଉଁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?

ସ୍ଵାଦରେ ଟିକେ ଖଟା ଲାଗୁଥିବା ଟମାଟୋ କିନ୍ତୁ ଶରୀର ପାଇଁ ବେଶ୍‌ ଉପକାରୀ । ଟମାଟୋକୁ ଆମେ ଖାଦ୍ୟାରେ ବ୍ୟବହାର କରିଥାଉ । ଏଥିରେ ରହିଛି ଭିଟାମିନ୍‌-ସି, କ୍ୟାଲସିୟମ ଓ ଫସ୍‌ଫରସ୍‌ ।  ଏସିଡିଟି ସମସ୍ୟା ଥିବା ବ୍ୟକ୍ତି ଟିକେ ଅଧିକ ପରିମାଣରେ ଟମାଟୋ ଖାଇଲେ ଏହା ଦୂର ହୋଇଥାଏ ।

ଟମାଟୋ ଖାଇବା ଦ୍ଵାରା କେଉଁ ରୋଗ ଦୂର ହୋଇଥାଏ ଜାଣନ୍ତୁ :-

  • ଯେଉଁମାନେ ଦିନକୁ ଅତିକମ୍‌ରେ ୨ଥର ଟମାଟୋ ଖାଇଥାଆନ୍ତି ସେମାନଙ୍କ ନିକଟରେ ଅନ୍ୟମାନଙ୍କ ଅପେକ୍ଷା ୪୬ ପ୍ରତିଶତ କମ୍‌ ଅବସାଦ ଦେଖିବାକୁ ମିଳିଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି ।
  • ତେବେ ଟମାଟୋରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଭରପୂର ଥିବାରୁ ଏହା ଅନେକ ରୋଗଠାରୁ ଆମକୁ ଦୂରେଇ ରଖିଥାଏ।
  • ଡିପ୍ରେସନ ଓ ଏସିଡିଟିରୁ ଦୂରେଇ ରଖେ ଟମାଟୋ ।
  • ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଟମାଟୋ ଖାଇଲେ ଲାଭ ମିଳିଥାଏ ।
  • ନିୟମିତ ଟମାଟୋ ଖାଇଲେ ଚର୍ମରୋଗ ହୋଇ ନ ଥାଏ ।

ପଢନ୍ତୁ ;

ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ