କ୍ୟାନସର ଭଳି ମାରତ୍ମକ ରୋଗ ସହିତ ଲଢିବାର କ୍ଷମତା ରହିଛି ଏହି ଫଳରେ ! ଜାଣନ୍ତୁ

ଏହି ଫଳ ଶରୀର ପାଇଁ ବହୁତ ଲାଭଦାୟକ ଅଟେ। ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଫଳର ନାମ ପେସନ ଫଳ କିନ୍ତୁ ଭାରତରେ ଏହା କୃଷ୍ଣା ଫଳ ଭାବରେ ପରିଚିତ। ଆମେ ତା’କୁ ବ୍ୟବହାର କରି ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ କରି ରଖିପାରିବା।

ଆସନ୍ତୁ ଜାଣିବା ଏହି ଫଳର ଉପକାରିତା ସମ୍ପର୍କରେ-

  • ଆପଣମାନେ ଯଦି ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରେ ପୀଡିତ ଅଛନ୍ତି, ତେବେ ଏହି ଫଳ ଆପଣମାନଙ୍କ ବହୁତ ଉପକାରରେ ଆସିଥାଏ । ଏହି ଫଳରେ ପୋଟାସିୟମର ପରିମାଣ ବହୁତ ଅଧିକ ରହିଥିବାରୁ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ପାଇଁ ଏହି ଫଳର ଆବଶ୍ୟକତା ବହୁତ ଅଧିକ।
  • କୃଷ୍ଣା ଫଳରେ ଭିଟାମିନ୍-ଏ, ଭିଟାମିନ୍-ସିର ପ୍ରଚୁର ମାତ୍ରା ରହିଥିବାରୁ ଏହା ଆଖି ପାଇଁ ଭଲ ସାବ୍ୟସ୍ତ ହୋଇଥାଏ।
  • କ୍ୟାନସର ଭଳି ଏକ ମାରତ୍ମକ ରୋଗ ସହିତ ଲଢିବାର ଗୁଣ ମଧ୍ୟ ଏହି ଫଳରେ ରହିଥାଏ । ଏହି ଫଳରେ ଆଂଟି ଅକ୍ସିଡେଂଟ୍ ରହିଥିବାରୁ ମୁକ୍ତ ରେଡିକଲ୍ସ ସହିତ ଲଢେଇ କରିପାରିଥାଏ । ଏହା ଶରୀରରେ କ୍ୟାନସର କୋଷକୁ ବଢିବାକୁ ଦେଇନ’ଥାଏ।
  • ଏହିଫଳରେ ଆଇରନର ମାତ୍ରା ମଧ୍ୟ ବହୁତ ଅଧିକ ରହିଥିବାରୁ ଏହା ଶରୀରରେ ହିମଗ୍ଲୋବିନର ପରିମାଣକୁ ଠିକ୍ ରଖିଥାଏ।
  • ଏହି ଫଳ ଖାଇବା ଦ୍ଵାରା ପେଟ ଜନିତ ସମସ୍ୟା ଦୂରହୋଇଥାଏ।

ପଢନ୍ତୁ;

ସାତ ଦିନିଆ ଭାରତ ଗସ୍ତରେ କାନାଡ଼ା ପ୍ରଧାନମନ୍ତ୍ରୀ : ସପରିବାରଙ୍କ ସହ ପରିଦର୍ଶନ କଲେ ତାଜମହଲ

Related posts

ଫାଉଣ୍ଡେସନ ଲଗାଇବା ବେଳେ ଆପଣଙ୍କର ଭୁଲ୍‌ ହେଉଛି କି ? ଜାଣନ୍ତୁ ଲଗାଇବାର ସଠିକ ଉପାୟ

ଖାଦ୍ୟ ଥଣ୍ଡା ହେଲା ପରେ ପୁଣି ଗରମ କରି ଖାଉଛନ୍ତି କି!! କରନ୍ତୁ ନାହିଁ ଏପରି ଭୁଲ

ଏପରି ଭାବେ ଲୁଣର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ