ପାଦ ଜଳାପୋଡ଼ା ପାଇଁ ରାମବାଣ ସଦୃଶ କାମ କରିଥାଏ ମିଶ୍ରି ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ସାଧାରଣତ ଘରେ ମିଶ୍ରିକୁ ଭଗବାନଙ୍କ ପ୍ରସାଦ ଭାବେ ବ୍ୟବହାର କରାଯାଇଥାଏ। ଏହାର ଶୁଦ୍ଧତା ପାଇଁ ଦେବିଦେବତାଙ୍କ ପାଖେ ଭୋଗ ଲଗାଯାଇଥାଏ। କେବଳ ସ୍ଵାଦରେ ମିଠା ପାଇଁ ନୁହେଁ ଏହାକୁ ଖାଇବା ଦ୍ଵାରା ଶରୀରରେ ଅନେକ ରୋଗ  ମଧ୍ୟ ଦୂର ହୋଇଥାଏ।

ତେବେ ଆସନ୍ତୁ ଜାଣିବା ମିଶ୍ରିର ଉପକାରୀତା ବିଷୟରେ-

  • ଗଳା ପାଇଁ ମିଶ୍ରିକୁ ବ୍ୟବହାର କରାଯାଇପାରିବ । ଦୀର୍ଘଦିନ ଧରି ଗଳାରେ କଫ ଆଦି ସମସ୍ୟା ଦେଖା ଦେଇଥିଲେ ମିଶ୍ରିକୁ ଖାଆନ୍ତୁ । ଏହା ଦ୍ୱାରା ସମସ୍ୟା ଦୂର ହୋଇଥାଏ । ଏହାକୁ ଜଳରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ସହିତ ତାଜା ଅନୁଭୂତି ହୋଇଥାଏ ଏବଂ କିଛି ସମୟ ପର୍ଯ୍ୟନ୍ତ ଗରମ ଲାଗି ନଥାଏ।
  • ପାଟିରେ ଘା’ ହୋଇଥାଏ ତେବେ ମିଶ୍ରିକୁ ଗୁଜୁୁରାତି ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ।
  • ପାଦ ଜଳାପୋଡ଼ା ହେଉଥିଲେ ଲହୁଣୀ ସହିତ ମିଶ୍ରିକୁ ସମାନ ପରିବାଣରେ ମିଶାଇ ଲଗାନ୍ତୁ।
  • ମିଶ୍ରିକୁ ଦୁଗ୍ଧ ସହିତ ମିଶାଇ ଖାଇବା ଦ୍ୱାରା ଯୌନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ ଏବଂ ଏହା ସଂପର୍କିତ ସମସ୍ତ ଫାଇଦା ମିଳିଥାଏ।

ପଢନ୍ତୁ;

ବିନା ଖର୍ଚ୍ଚରେ ଘରୋଇ ଉପଚାରରେ ଦୂରକରିପାରିବେ ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ! ଜାଣନ୍ତୁ କିପରି ?

 

Related posts

ଆସନ୍ତୁ ଜାଣିବା ଲବଙ୍ଗର ଉପକାରିତା

ଭିଟାମିନ-ଡି ବ୍ୟବହାର କରି ଦୂର କରନ୍ତୁ ଡାଏବେଟିସ

ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ଅଦା,ଆସନ୍ତୁ ଜାଣିବା ଏହାର ଉପକାରିତା