ବିଭିନ୍ନ ରୋଗରୁ ଉପଶମ ଦିଏ ରସୁଣ ,ତେବେ ଆସନ୍ତୁ ଜାଣିବା ରସୁଣରେ ଥିବା ଔଷଧୀୟ ଗୁଣ

ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ ବନାଇବାରେ ରସୁଣର ବ୍ୟବହାର କରାଯାଏ । ଯଦି ରାତିରେ ଶୋଇବା ସମୟରେ ରସୁଣ ପାଖୁଡାକୁ ତକିଆତଳେ ରଖାଯାଏ ତେବେ ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଉପଶମ ମିଳିଥାଏ । ରସୁଣ ଖାଇବା ଦ୍ଵାରା ଶରୀରକୁ ବହୁତ ଫାଇଦା ମିଳିଥାଏ ।ତେବେ ଆସନ୍ତୁ ଜାଣିବା ରସୁଣ ଦ୍ଵାରା କି କି ଉପକାର ମିଳେ ।

ରସୁଣର ଔଷଧୀୟ ଗୁଣ

ରସୁଣରେ ମହଜୁଦଥିବା ବୋଲେଟାଇଲ ତେଲର ଗନ୍ଧ ଶରୀରକୁ ଉଷ୍ମତା ପ୍ରଦାନ ଦିଏ । ଏହାଦ୍ୱାରା ସର୍ଦ୍ଦି-କାଶ ଓ ଥଣ୍ଡା ଜନିତ ସମସ୍ୟା ଦୂର ହୁଏ ।

ରସୁଣରୁ ନିର୍ଗତ ଗନ୍ଧଯୋଗୁଁ ରକ୍ତସଂଚାଳନ ସଠିକଭାବେ ହୁଏ ଏବଂ ଏଥିଯୋଗୁଁ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ ।

ରସୁଣ ଗନ୍ଧଯୋଗୁଁ ମୂର୍ଚ୍ଛାରୋଗ ସମସ୍ୟା ନିୟନ୍ତ୍ରଣ ହୋଇଥାଏ । ବାରମ୍ବାର ମୂର୍ଚ୍ଛାହେବା ବିପଦରୁ ମଧ୍ୟ ରକ୍ଷା ମିଳିଥାଏ ।

ରସୁଣ ଗନ୍ଧରେ ଶରୀରରେ ଥିବା ଜୀବାଣୁ ନଷ୍ଟ ହୋଇଯା’ନ୍ତି । ଏହାଯୋଗୁଁ ଇନଫେକ୍ସନ, ବ୍ରଣ, କୁଣ୍ଡିଆ ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ରସୁଣ ଗନ୍ଧରେ କୋଲେଷ୍ଟୋରଲ ସ୍ତରରେ ମଧ୍ୟ ନିୟନ୍ତ୍ରଣ ରହିଥାଏ । ଏହାଦ୍ୱାରା ହୃଦରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ ।

ପଢନ୍ତୁ ;

ଜୀବନସାଥୀଙ୍କ ସହ କଥା ହେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଗୋରା ରଙ୍ଗ ପାଇଁ ଇଚ୍ଛୁକ କି? ଆପଣାନ୍ତୁ ସହଜ ଉପାୟ

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

ସିଝା ବାଦାମ୍ ଦିଏ ଅନେକ ରୋଗରୁ ମୁକ୍ତି, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ