ନିୟମିତ ଧ୍ୟାନ ଓ ଯୋଗ କଲେ କ ‘ ଣ ଫାଇଦା ମିଳେ ଜାଣନ୍ତୁ  ?

ଯୋଗ, ପ୍ରାଣାୟମ, ଧ୍ୟାନ ଏସବୁ ନିୟମିତ କଲେ ଶରୀର ତଥା  ସ୍ୱାସ୍ଥ୍ୟ  ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ । ଏହା ପଛର ମୁଖ୍ୟ କାରଣ ହେଲା ସେମାନେ ମାନସିକ ଅଶାନ୍ତିରେ ରହିବା ସହ କାମର ଚାପ । ନିୟମିତ ଠିକ ସମୟରେ ନ ଖାଇବା ଏହାର ମୁଖ୍ୟ କାରଣ । ଆସନ୍ତୁ ଜାଣିବା ନିୟମିତ  ଧ୍ୟାନ ଓ ଯୋଗ କଲେ କ ‘ ଣ ଫାଇଦା ମିଳେ ଜାଣନ୍ତୁ  ?

ଧ୍ୟାନ ଓ ଯୋଗର ଫାଇଦା :-

  • ନିୟମିତ ଧ୍ୟାନ କରନ୍ତୁ । ଏହା ଦ୍ଵାରା ମନ ଶାନ୍ତି ରହେ । ୧୦ ମିନିଟ୍ ଧ୍ୟାନ କଲେ ହିଁ ତାହା ତ୍ବଚାକୁ ଅମ୍ଳଜାନ ଯୋଗାଇବା ସହ ଏକ ଚମକ ଆଣିଥାଏ । ଏଣୁ ଧ୍ୟାନକୁ ଦୈନନ୍ଦିନ ଜୀବନଶୈଳୀର ମୁଖ୍ୟ କାମ ଭାବେ ଗ୍ରହଣ କରିବା ଉଚିତ ।
  • ନିୟମିତ ଯୋଗ କରିବା ଦ୍ଵାରା ଶରୀର ସୁସ୍ଥ ରହେ । ଯୋଗ କରିବା ଦ୍ଵାରା କର୍ମଜୀବୀ ମହିଳାଙ୍କ ତ୍ବଚାରେ ବୟସର ଛାପ ପଡ଼ି ନ ଥାଏ ।
  • ପ୍ରତିଦିନ ଧ୍ୟାନ କରିବା ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ ।
  • ଯୋଗ କରିବା ଦ୍ଵାରା ଓଜନ ନିୟନ୍ତ୍ରଣ ହୋଇଥାଏ ।
  • ଯୋଗ କରିବା ଦ୍ଵାରା ଶାରୀରିକ ଓ ମାନସିକ ଶାନ୍ତି ମିଳିଥାଏ ।
  • ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ ।
  • ପ୍ରତିଦିନ ଯୋଗ ଓ ଧାନ କରିବା ଦ୍ଵାରା କୌଣସି ବି ରୋଗ ହୋଇ ନ ଥାଏ ।

ପଢନ୍ତୁ ;

ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ