କାନ୍ଦିଲେ ବୋନି କପୁର

ଆଓ୍ଵାର୍ଡ଼ଟି ନେଲା ବେଳେ କାନ୍ଦିଲେ ବୋନି କପୁର

୩ ଦିନଧରି ଚାଲିଥିବା ବ୍ୟାଙ୍କକ୍‌ଠାରେ ୧୯ ତମ ଆଇଫା ଆଓ୍ଵାର୍ଡ଼ ସମାରୋହରେ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀଭାବେ ଆଇଫା ଆଓ୍ଵାର୍ଡ ଦିଆଯାଇଛି । ସୂଚନା ଅନୁସାରେ ଫିଲ୍ମ ‘ମମ୍‌’ପାଇଁ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏହି ଆଓ୍ଵାର୍ଡ଼ଟି ଦିଆଯାଇଥିବାବେଳେ,ଏହି ପୁରସ୍କାରକୁ ଗ୍ରହଣ କରିବାକୁ ପତି ବୋନି କପୁର ଷ୍ଟେଜ୍‌ ଉପରକୁ ଯାଇଥିଲେ। ହେଲେ ଆଓ୍ଵାର୍ଡ଼ଟିକୁ ନେବା ସମୟରେ ବୋନି କପୁର କାନ୍ଦିଥିଲେ ।

ପଢନ୍ତୁ : ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା

 

Related posts

ବିଜେପି ପାଇଁ ପ୍ରଚାର କରୁଛନ୍ତି ଦୀପିକା-ରଣବୀର୍‌!!!! ଜାଣନ୍ତୁ ଏହି ଫୋଟୋର ସତ୍ୟତା

ଧୀର ଓଭର ଗତି ଯୋଗୁଁ ଜୋରିମାନା ଦେବେ ବିରାଟ କୋହଲି

ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ମା କରିନାଙ୍କ ସହ ଡେବ୍ୟୁ କରିବେ ତୈମୁର୍ ଖାନ