ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ, ଇଣ୍ଡୋନେସିଆ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହୋଇଥିବା ବୁଝାମଣା (ଏମଓୟୁ) କୁ ଅନୁମୋଦନ ମିଳିଛି ।

ଏହି ଏମଓୟୁ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ପାଇଁ ପରିବ୍ୟାପ୍ତ:

  • ଗବେଷଣା ଏବଂ ବିକାଶ, ସକ୍ରିୟତାର ସହିତ ଫାର୍ମାସ୍ୟୁଟିକାଲ ଉପାଦାନ (ଏପିଆଇ) ଏବଂ ଆଇଟି ଆଧାରିତ ମେଡିକାଲ ଯନ୍ତ୍ରପାତି;
  • ମାନବ ସମ୍ବଳ ବିକାଶ;
  • ସ୍ୱାସ୍ଥ୍ୟ ସେବା; ଏବଂ
  • ପାରସ୍ପରିକ ବୁଝାମଣା ଆଧାରରେ ଅନ୍ୟାନ୍ୟ କ୍ଷେତ୍ର ।

ବୁଝାମଣା ପତ୍ର(ଏମଓୟୁ )ର କାର୍ଯ୍ୟାନ୍ୱୟନ ଏବଂ ବିସ୍ତୃତ ସହଯୋଗ ସମ୍ବନ୍ଧରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ।

ପଢନ୍ତୁ;  ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା