ଦରମା ଓ ପେନସନ୍ ଦାବିରେ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ

ନୂଆଦିଲ୍ଲୀ ଯନ୍ତରମନ୍ତରରେ ଅଲ୍ ଇଣ୍ଡିଆ ଟ୍ରେଡ଼୍ ସଂଘ ପକ୍ଷରୁ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ । ଏହି ଆନ୍ଦୋଳନରେ ଅନେକ ରାଜ୍ୟର ଶ୍ରମିକ ସଂଘ ଯଥା କେନ୍ଦ୍ର ନିଖିଳ ଭାରତୀୟ ସଂଘ, ନିଖିଳ ଓଡ଼ଶା ଅଙ୍ଗନୱାଡି କର୍ମୀ ସଂଘ, ଅଲ୍ ଇଣ୍ଡିଆ ଟ୍ରେଡ଼୍ ୟୁନିୟନ କଂଗ୍ରେସ, ଇଣ୍ଡିଆ ନେସନ୍ ଟ୍ରେଡ୍ ୟୁନିୟନ, ଆଶାକର୍ମୀ ସଂଘ ପ୍ରଭୁତି ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି ।  ନିଖିଳ ଓଡ଼ଶା ଅଙ୍ଗନୱାଡି କର୍ମୀ ସଂଘ ସହିତ ଓଡ଼ିଶାର ଆଉ ମଧ୍ୟ  ଅନେକ ସଙ୍ଘ ସାମିଲ୍ ହୋଇଛନ୍ତି ।

ଅନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ, ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ଓ ପେନସନ୍ ଦାବି ହେଉଛି। ପ୍ରସ୍ତାବିତ ଶ୍ରମିକ ଆଇନ ସଂଶୋଧନ ଆଇନରେ ଶ୍ରମିକ ମାନଙ୍କ ହିତ ବିରୁଧିକୁ ବିରୋଧି କରି ଏହି ଅନ୍ଦୋଳନ କରାଯାଇଛି। ଯଥାଶୀଘ୍ର ଦାବି ପୂରଣ ନା ହେଲେ ଆନ୍ଦୋଳନ ଆହୁରି ତୀଵ୍ର ରୂପ ନେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ପଢନ୍ତୁ, କେଉଁ ସାମଗ୍ରୀ ଉପରୁ ଜିଏସଟି କେତେ ହ୍ରାସ ପାଇଛି , ଆସନ୍ତୁ ଜାଣିବା

Related posts

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

ରହସ୍ୟମୟୀ ଅନୁଗୁଳ ଡାକ୍ତରଖାନା, ପୁଣି ଶବରୁ ଆଖି ଗାୟବ

ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବ ଚନ୍ଦ୍ରଯାନ-୨