ଆପଣ ଜାଣିଛନ୍ତି କି ? ଶୋଇବା ପୂର୍ବରୁ ଏହି ପାନୀୟ ପିଇଲେ କମିଥାଏ ଓଜନ

ଓଜନ ବଢ଼ିଯାଉଛି କି ଆପଣାନ୍ତୁ ଏହି ଉପାୟ  

ବିଳମ୍ବିତ ରାତ୍ରିରେ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । କିନ୍ତୁ ଏମିତି କିଛି ପାନୀୟ ଅଛି ଯାହାକୁ ଶୋଇବା ପୂର୍ବରୁ ପିଇଲେ ଓଜନ ବୃଦ୍ଧି ପାଇବ ନାହିଁ ।

ତେବେ ଆସନ୍ତୁ ଜାଣିବା ଏହି ପାନୀୟ ବିଷୟରେ-

ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଓଜନ କମିଥାଏ । ଠିକ୍‌ ସେହିପରି ଲୋ କାଲୋରି ସୋୟା ମିଲ୍‌କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ। ଏଥିରେ ଆଦୌ କ୍ୟାଲୋରି ନଥାଏ।

କେମୋ ମାଇଲ୍‌ ଟି ସେବନ କରି ମଧ୍ୟ ଓଜନ କମିଥାଏ। ଏହି ଚାହା ପିଇଲେ ଗ୍ଲିସେରିନ୍‌ର ସ୍ତରରେ ବୃଦ୍ଧି ପାଇଥାଏ।ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେଏହି ଟି ।

ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀର ପାନ କରୁଛନ୍ତି କି ?ତେବେ ଜାଣି ରଖନ୍ତୁ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀର ପିଇଲେ ଖୁବ୍‌ ଭଲ ନିଦ ଆସିଥାଏ । ଏହା ଛଡା ଶରୀରରେ ଯେତେ ଚାପ ଥିଲେ ମଧ୍ୟ ତାହା କମିବା ସହିତ ଶରୀରର ଓଜନ ମଧ୍ୟ କମିଥାଏ ।

ପଢନ୍ତୁ ;ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ :ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ