ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଆଜିର ଯୁବପିଢି ମୋଟାପଣକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। ମୋଟାପଣକୁ କମାଇବା ପାଇଁ ହେଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ।କେତେକ ଖାଦ୍ୟ ଅଛି  ଯାହାକୁ ଖାଇବା ଦ୍ଵାରା ମୋଟପା ସମସ୍ୟା ଦେଖାଦେଇଥାଏ। ସକାଳୁ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ।

ଜାଣନ୍ତୁ ସେ ସମ୍ପର୍କରେ-

  • ତେଲଭାଜି ଖାଦ୍ୟ  ସକାଳୁ ଖାଆନ୍ତୁ ନାହିଁ। ଏହା ଶରୀରରେ ଖରାପ କୋଲେଷ୍ଟ୍ରୋଲ୍‌ ଜମା କରେ। ମୋଟାପଣର ଏହା ଏକ ପ୍ରମୁଖ କାରଣ ହୋଇଥାଏ। ଏହାକୁ ଖାଇବା ଦ୍ଵାରା ପେଟ ଗ୍ୟାସ ସମସ୍ୟା ଦେଖାଦେଇଥାଏ।
  • ସକାଳ ସମୟରେ ମିଠା ଖାଆନ୍ତୁ ନାହିଁ। ଯେପରିକି ମିଠା, ଜଲ୍‌ପି, ଗାଜର ହାଲୁଆ, ସିମେଇ ଆସି ଖାଇଲେ ବି ମୋଟା ହେବାର ଭୟ ରହିଛି। ଏହାକୁ ଅତ୍ୟଧିକ ଖାଇବା ଦ୍ଵାରା ଆପଣ ମୋଟାପଣର ଶିକାର ହେବେ।
  • ରୁଟି ତରକାରୀ ଖାଇବା ଏହି ସମୟ ପାଇଁ ସବୁଠାରୁ ଭଲ ଖାଦ୍ୟ ହୋଇଥାଏ। ବିରି ପିଠା, ଦୋସା ଆଦି ମଧ୍ୟ ଗ୍ୟାସ୍‌ କରାଇଥାଏ। ତାହାକୁ ବି ଖାଆନ୍ତୁ ନାହିଁ।

ପଢନ୍ତୁ; ଆଖିରେ ଆଲୁଅ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ