ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ସବୁ ଜିନିଷ ,ନଚେତ ହୋଇପାରେ ଅନେକ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠିଲା ପରେ କେଉଁ ଜିନିଷ ଦେଖିବା ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା

  • ଅନେକ ସକାଳେ ଉଠି ନିଜର ଚେହେରା ଆଇନାରେ ଦେଖନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅଶୁଭ ଅଟେ। ସକାଳୁ ଉଠି ଆଇନା ଦେଖିବା ପରିବର୍ତ୍ତେ ଦୁଇ ହାତ ଯୋଡି ଭଗବାନଙ୍କୁ ପାର୍ଥନା କରିବା ଶୁଭ ବୋଲି ମାନ୍ୟତା ରହିଛି।
  • ସକାଳୁ ସକାଳୁ ଯଦି କୌଣସି କୁକୁରକୁ ଲଢେଇ କରୁଥିବାର ଦେଖନ୍ତି ତାହା ଅଶୁଭ ଅଟେ । ଏହାଦ୍ୱାରା ଆପଣଙ୍କ ଆୟୁ କମିଯାଏ।
  • ସକାଳେ ତେଲ ଲାଗିଥିବା ବାସନ ଦେଖିଲେ ଆପଣଙ୍କ ପୂରା ଦିନ ଖରାପ ଯାଇଥାଏ ଏହି କାରଣରୁ ରାତିରେ ଶୋଇବା ସମୟରେ ଏହି ସମସ୍ତ ଜିନିଷକୁ ନିଜ ଠାରୁ ଦୂରରେ ରଖି ଶୁଅନ୍ତୁ।
  • ସକାଳୁ ସକାଳୁ କେବେ ବି ମାଙ୍କଡର ନାଁ ନିଅନ୍ତୁ ନାହିଁ । ମାଙ୍କଡ ଦେଖାଗଲେ ମଧ୍ୟ ଆପଣ ଏହାର ନାଁ ନିଅନ୍ତୁ ନାହିଁ। ମାନ୍ୟତା ଅନୁସାରେ ଏହାଦ୍ୱାରା ଦିନଟି ସମସ୍ୟାରେ ବିତିଥାଏ ଏବଂ ଖାଇବାକୁ ମଧ୍ୟ ମିଳେନାହିଁ।

ପଢନ୍ତୁ; ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ପିଟିଲେ କନଷ୍ଟେବଳ

Related posts

ଘରେ ଭଗବାନଙ୍କର କେଉଁଭଳି ମୂର୍ତ୍ତି ରଖିଲେ ଶୁଭଫଳ ମିଳିଥାଏ? ଜାଣନ୍ତୁ

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ମିଳିବ ଶୁଭଫଳ