ଶୋଇବା ପୂର୍ବରୁ ମୋବାଇଲର ବ୍ୟବହାର କରୁଛନ୍ତି କି ? ଏହା ଶରୀର ପ୍ରତି ହାନିକାରକ ଅଟେ , ଜାଣନ୍ତୁ ଏହାର କାରଣ କଣ

ମୋବାଇଲ ଆଜି ଆମ ଜୀବନର ଏକ ଜରୁରୀ ଜିନିଷ ହେଇଯାଇଛି ।  ଯେଉଁଠାରେ ଆମେ ଦିନ ସାରା ମୋବାଇଲ ଫୋନର ବ୍ୟବହାର କରୁଛେ । ଯଦି ଅଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତୁ ତାହାଲେ  ସାବଧାନ ହେଇଯାନ୍ତୁ । କାରଣ ଏହା ଆପଣଙ୍କ ସ୍ଵାସ୍ଥ ପାଁଇ ହାନିକାରକ ଅଟେ ।

ଏବେ ଆପଣ ଚିନ୍ତା କରିବାରେ ଲାଗିପଡନ୍ତୁ ନାହିଁ ।  ପ୍ରଥମେ  ନିମ୍ନରେ ଲେଖଥିବା ବିଷୟକୁ ଭଲ ଭାବରେ ଧ୍ୟାନ ଦେଇ ପଢନ୍ତୁ ;

  1. କମ ଶୋଇବା:
    ହାବାର୍ଡ ୟୂନିବାରସିଟିର ଏକ ରିପୋର୍ଟ ଅନୁସାରେ “ଅଧିକାଂଶ ଲୋକେ ଶୋଇବା ପୂର୍ବରୁ ବିଛଣା ଉପରେ ଫୋନର ବ୍ୟବହାର କରିଥାନ୍ତି ” , କିନ୍ତୁ ଆପଣ ଏହା ଜାଣିରଖନ୍ତୁ କି ଏହି ମୋବାଇଲର ବ୍ୟବହାର ଶରୀରରେ ଥିବା ମେଲାଟୋଟିନ ହରମୋହନର ସ୍ତର କମାଇ ଦେଇଥାଏ।
  2. ଆଖିର ଶକ୍ତି କମିଥାଏ:
    ଆମେରିକାର ମାସକୁଳର ଦିଜନେସନ ଫାଉଣ୍ଡେସନର ଏକ ରିପୋର୍ଟ ଅନୁଯାୟୀ ,ମୋବାଇଲ ଅଧିକ ବ୍ୟବହାର କରିବା ଦ୍ୱାରା ଆଖିର ଶକ୍ତି କମି ଯାଇଥାଏ।
  3. ଦୁଶ୍ଚିନ୍ତା ବଢିଥାଏ:
    ୟୂନିବାରସିଟି ଅଫ ବର୍ଷେସ୍ତରର ରିପୋର୍ଟ ଅନୁସାରେ ଅଧିକ ରାତିରେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ଦ୍ୱାରା ଦୁଶ୍ଚିନ୍ତା ବଢିଥାଏ ।
  4. ଥକାପଣ:
    ରାତିରେ ଅଧିକ ଡେରିରେ ଶୋଇବା ଦ୍ୱାରା ଥକାପଣ ଅନୁଭବ ହେଇଥାଏ ।
  5. ରେଡନେସରେ ଅସୁବିଧା:
    ରାତିରେ ଶୋଇବା ପୂର୍ବରୁ ଅଧିକ ଡେରି ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରିବା ଦ୍ୱାରା ଆଖିରେ ଥିବା ରେଡନେସରେ ଅସୁବିଧା ଦେଖାଦେଇଥାଏ ।

ପଢନ୍ତୁ ;

ଚୀନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି : ଆଫ୍ରିକା ୟୁନିୟନ

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ