ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ୨୦୦୮ର ହିଟ୍‌ ଫିଲ୍ମ ଦୋସ୍ତାନାର ସ୍ୱିକେଲ

ଦେଖିବାକୁ ମିଳିବ ଜାହ୍ନବୀ କପୁର ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ରୋମାନ୍ସ

ଖୁବ ଶୀଘ୍ର ନିର୍ମାଣ ହେବ ୨୦୦୮ର ହିଟ୍‌ ଫିଲ୍ମ ଦୋସ୍ତାନାର ସ୍ୱିକେଲ । ଫିଲ୍ମରେ ଫିମେଲ ଲିଡରେ ଅଭିନୟ କରିବେ ଜାହ୍ନବୀ କପୁର । କରନ୍‌ ଜୋହର ଜାହ୍ନବୀଙ୍କୁ ଏହି ଫିଲ୍ମ ପାଇଁ ଆପ୍ରୋଚ୍‌ କରିଛନ୍ତି । ପୂର୍ବରୁ କରନ୍‌ଙ୍କ ଫିଲ୍ମ ତକ୍ତ ସାଇନ୍‌ କରିଛନ୍ତି ସେ । ହିଟ୍‌ ଫିଲ୍ମ ଧଡ଼କରୁ ବଲିଊଡରେ ଡେବ୍ୟୁ କରିଛନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର

ଏଥିରେ ଜାହ୍ନବୀ ଆସିବେ ମୁଖ୍ୟ ଭୁମିକାରେ। ହେଲେ ତାଙ୍କ ଅପୋଜିଟର ନାୟକ ହେବେ ସିଦ୍ଧାର୍ଥ ମାଲହୋତ୍ରା। ସେ ଜାହ୍ନବୀଙ୍କଠାରୁ ବୟସରେ ପାଖାପାଖି ୧୨ ବର୍ଷ ବଡ଼ ହୋଇଥିଲେ ବି ଉଭୟ ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିବେ। ‘ଦୋସ୍ତାନା’ର ସିକ୍ୟୁଏଲ ପାଇଁ ଯଦିଓ ସ୍କ୍ରିପ୍ଟ ଫାଇନାଲ ହୋଇଛି କିନ୍ତୁ ଆସନ୍ତା ବର୍ଷ ଆରମ୍ଭରୁ ଏହାର ଶୁଟିଂ ଆରମ୍ଭ କରାଯିବ ବୋଲି ଶୁଣାଯାଉଛି।

ପଢନ୍ତୁ;  କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

Related posts

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘

‘100% LOVE’ର ଶୁଭ ମୁହୁରତ

ବରୁଣ,ଅନୁଷ୍କା ହେଲେ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର