POLITICALS

A political party is a political organization that typically seeks to attain and maintain political power within government, usually by participating in electoral campaigns, educational outreach or protest actions.

ବୈଜୟନ୍ତଙ୍କ ସମେତ ୨ଜଣଙ୍କୁ ଥାନାରେ ହାଜର ହେବାକୁ ନୋଟିସ

ଚିଲିକା ଉପରେ ହେଲିକପ୍ଟର ଉଡାଣ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚର୍ଚ୍ଚା ପରିସରକୁ ଆସିଥିବାବେଳେ ତାଙ୍କ ସହଯୋଗୀ ଅଭିଜିତ ଆୟାର ମିତ୍ରଙ୍କର କୋଣାର୍କକୁ ନେଇ ଦେଇଥିବା ଅରୁଚିକର ମନ୍ତବ୍ୟ ତାଙ୍କୁ ଅଡୁଆରେ ପକେଇଦେଇଛି।
Read more

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ପଛ ସିଟରେ ବସିବେ ଦାମ ରାଉତ । ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭା ଗୃହ ମଧ୍ୟରେ ଦାମ ରାଉତଙ୍କ ସିଟ ବଦଳିଛି। ଏହାଛଡା କିଛି ବିଧାୟକଙ୍କ ସିଟରେ ମଧ୍ୟ ଅଦଳବଦଳ କରାଯାଇଛି ।
Read more

ଦାମ-ବିଷ୍ଣୁ କଳି ଚରମ ସୀମାରେ:ଗୁଲୁଗୁଲାରୁ ସିନେମା ଚୋର………

ଦାମ-ବିଷ୍ଣୁଙ୍କ କଳି ଚରମ ସୀମାରେ ପହ୍ନଚିଲାଣି। ଦାମ ଦୁର୍ନୀତିଗ୍ରସ୍ତ । ୧୯୭୪ ମସିହାରେ ପଶୁ ଡାକ୍ତର ଥିବାବେଳେ ଦାମ ଦୁର୍ନୀତିରେ ପଶିଥିଲେ । ସେ ଯେତେବେଳ ଷ୍ଟୋର ଦାୟିତ୍ୱରେ ଥିଲେ, ସେତେବେଳେ ସିମେନ ଦୁର୍ନୀତିରେ
Read more

ବିଜେଡ଼ିରୁ ବିଦା ହେବେ ଦାମ

ବିଜେଡିର ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏହି ଘୋଷଣା କରିବାର ସମ୍ଭାବନା ରହିଛି।ଦାମ ରାଉତଙ୍କ
Read more

ରାହୁଲ ଦେଶର ସବୁଠୁ ବଡ ବୋକା:କେସିଆର

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଶର ସବୁଠୁ ବଡ଼ ବୋକା କହିଛନ୍ତି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ଅଧ୍ୟକ୍ଷ କେ ଚନ୍ଦ୍ର ଶେଖର ରାଓ(କେସିଆର)। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କେସିଆର କହିଲେ
Read more

ଷ୍ଟାଲିନ୍‌ଙ୍କ ନେତୃତ୍ଵକୁ ମାନିବେ ଆଲାଗିରି

ଡିଏମକେ ସୁପ୍ରିମୋ ଏମ୍‍ ଷ୍ଟାଲିନ୍‍ଙ୍କୁ ନେତା ମାନିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଡିଏମ୍‍କେରୁ ବହିଷ୍କୃତ ନେତା ତଥା ଷ୍ଟାଲିନ୍‍ଙ୍କ ବଡ଼ ଭାଇ ଏମ କେ ଆଲାଗିରି। ଏଥିସହିତ ସେ ଦଳକୁ ପୁଣି
Read more

ବିଜେଡିରେ ଯୋଗଦେଲେ ଅମର ପଟ୍ଟନାୟକ

ପୂର୍ବତନ ଆଏଏସ୍ ଅଫିସର ତଥା ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅମର ଶଙ୍ଖ ଧରିଛନ୍ତି। ଅମରଙ୍କୁ
Read more